ଅପରାଧ ରାଜ୍ୟ

ଏନ୍‌ଏଚ୍‌ଆର୍‌ସିକୁ ଗଲା ହାଜତ ମୃତ୍ୟୁ ଘଟଣା: ସିବିଆଇ ତଦନ୍ତ ପାଇଁ ପିଟିସନ୍

ବ୍ରହ୍ମପୁର : ଗଞ୍ଜାମ ପୁଲିସ ଜିଲ୍ଲା ଅନ୍ତର୍ଗତ ଚମାଖଣ୍ଡି ଥାନାରେ ଗତକାଲି ଘଟିଥିବା ହାଜତ ମୃତ୍ୟୁ ଘଟଣାକୁ ନେଇ ଜାତୀୟ ମାନବାଧିକାର କମିସନ୍‌(ଏନ୍‌ଏଚ୍‌ଆର୍‌ସି)ର ଦୃଷ୍ଟି ଆକର୍ଷଣ କରାଯାଇଛି। ଗଞ୍ଜାମ ଜିଲ୍ଲାରେ ପୁଲିସ ହେପାଜତରେ ବାରମ୍ବାର ଏଭଳି ଘଟଣା ଘଟୁଛି। ଚମାଖଣ୍ଡି ଥାନାରେ ଅଟକ ଥିବା ଯୁବକ ସିଏଚ୍‌. ତ୍ରିଲୋଚନ ରେଡ୍ଡୀ ଗତକାଲି ଆତ୍ମହତ୍ୟା କରିଥିଲେ। ଏସମ୍ପର୍କରେ ବ୍ରହ୍ମପୁର ସହରର ଯୁବ ସାମାଜିକକର୍ମୀ ରବୀନ୍ଦ୍ର କୁମାର ମିଶ୍ର ଏନ୍‌ଏଚ୍‌ଆର୍‌ସିର ଦୃଷ୍ଟି ଆକର୍ଷଣ କରି ମାନବ ଅଧିକାର ସୁରକ୍ଷା ପାଇଁ […]

ଅପରାଧ ଦେଶ ବିଦେଶ

ଇରାନ ବିମାନରେ ବୋମା ଆତଙ୍କ ପରେ ହାଇଆଲର୍ଟ, ଦିଲ୍ଲୀରେ ଅବତରଣ ଲାଗି ମିଳିଲାନି ଅନୁମତି

ନୂଆଦିଲ୍ଲୀ ୦୩/୧୦: ଇରାନ ବିମାନରେ ବୋମା । ଏହି ସୂଚନା ମିଳିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏହି ବିମାନଟି ଭାରତୀୟ ଆକାଶରେ ଥିଲା । ବିମାନଟି ଦିଲ୍ଲୀରେ ଅବତରଣ କରିବାର ଥିଲା । କିନ୍ତୁ ବିମାନ ବମ୍ ଖବର ଶୁଣାଯିବା ପରେ ଭାରତୀୟ ବାୟୁସେନା ସତର୍କ ହୋଇଯାଇଥିଲା । ଫଳରେ ଦିଲ୍ଲୀରେ ଅବତରଣ ଲାଗି ମିଳନଥିଲା ଅନୁମତି । ବାୟୁସେନା ପକ୍ଷରୁ ବିମାନ ପଛରେ ଦୁଇଟି ସୁଖୋଇ ବିମାନ ନିୟୋଜିତ କରାଯାଇଥିଲା । କୁହାଯାଉଛି […]

ଅପରାଧ ରାଜ୍ୟ

କାନ୍ଥ ତାଡି ଲୁଟ୍, ସିନ୍ଧି କରି ଏଟିଏମରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା

ଢେଙ୍କାନାଳ ୦୩/୧୦: ଆଗରେ ଲାଗିଛି ସିସିଟିଭି । ଆଉ ତାଲା ବି ଝୁଲୁଛି । ମାତ୍ର ପଛ ପଟ ମେଲା କରି ଲୁଟେରା ଲୁଟିନେଲେ ଟଙ୍କା । ଏପରିସ୍ଥିତି ଉପୁଜିଛି ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଥାନା ଅନ୍ତର୍ଗତ ଶ୍ରୀରାମଚନ୍ଦ୍ର ପୁର ଛକରେ । ଶ୍ରୀରାମଚନ୍ଦ୍ରପୁର ଡାକ୍ତରଖାନା ସମ୍ମୁଖରେ ଥିବା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଏଟିଏମ କୁ ମେସିନ ଭାଙ୍ଗି ଗତକାଲି ରାତିରେ ଲୁଟେରା ମାନେ ସମସ୍ତ ଟଙ୍କା ଲୁଟିନେଇଥିବା ଜଣାପଡିଛି । ସଠିକ କେତେ ଟଙ୍କା […]

ଅପରାଧ ଦେଶ ବିଦେଶ

ପୂଜା ପେଣ୍ଡାଲରେ ମହିଷାସୁର ବଦଳରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମା, ବିବାଦ ପରେ ହଟିଲା ମୂର୍ତ୍ତି

ପଶ୍ଚିମବଙ୍ଗ ୦୩/୧୦: କୋଲକାତାର ଦୁର୍ଗା ପୂଜା ଅଭାବନୀୟ ଘଟଣା । ପୂଜା ପେଣ୍ଡାଲରେ ମହିଷାସୁରଙ୍କ ସ୍ଥାନରେ ସ୍ଥାନ ପାଇଥିଲା ମହାତ୍ମା ଗାନ୍ଧୀଙ୍କ ଏକ ପ୍ରତିମୂର୍ତ୍ତି । ଜାତିର ପିତାଙ୍କ ଜନ୍ମଦିବସରେ ତାଙ୍କୁ ଏପରି ଚିତ୍ରିତ କରାଯାଇଛି । ଯାହା ହାସ୍ୟାସ୍ପଦ ବୋଲି ଚର୍ଚ୍ଚା ହେଉଛି । ଦକ୍ଷିଣ ପଶ୍ଚିମ କୋଲକାତାର ରୁବି କ୍ରସିଂ ନିକଟରେ ଅଲ ଇଣ୍ଡିଆ ହିନ୍ଦୁ ମହାସଭା ପୂଜା ଆୟୋଜକମାନେ ଅଭିଯୋଗ କରିବା ପରେ ପୋଲିସର ନିର୍ଦ୍ଦେଶ ଅନୁଯାୟୀ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ବଦଳାଇ ଦିଆଯାଇଛି […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୭ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର ୦୩।୧୦: ରାଜ୍ୟରେ ଉପରତଳ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୯ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୨୮ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୭ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୪୪୩୪କୁ ବୃଦ୍ଧି ପାଇଛି । ଏନେଇ […]

ଅପରାଧ ରାଜ୍ୟ

ଗାଁକୁ ନଥିଲା ରାସ୍ତା, ଆସିପାରିଲାନି ଆମ୍ୱୁଲାନ୍ସ: ଷ୍ଟ୍ରେଚରରେ ବୁହାହେଲେ ରୋଗୀ

ନାରାୟଣପାଟଣା ୦୩/୧୦: ପୁଣୀ ଷ୍ଟେଚରରେ ବୁହାହେଲେ ରୋଗୀ । ଗାଁକୁ ପୋକ୍କା ରାସ୍ତା ନଥିବାରୁ ଯାଇପାରିଲାନି ଆମ୍ବୁଲାନ୍ସ । କୋରାପୁଟ ଜିଲ୍ଲା ମାଓ ଅଧ୍ୟୁଷିତ ନାରାୟଣପାଟଣା ବ୍ଲକ୍ ସଦର ମହକୁମା ମାତ୍ର ୩ କିଲୋମିଟର୍ ଦୂରରେ ଅବସ୍ଥିତ ଖାରିକୋନ ଗାଁରେ । ୪୫ ବର୍ଷୀୟ ରାମ ସୁକିୟା ନାମକ ବ୍ୟକ୍ତି ଅଜଣା ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ଆଉ ଜଣେ ମହିଳା ଲକ୍ଷ୍ମୀ କୁନ୍ଦାରିଆ ଜ୍ୱରରେ ଆକ୍ରାନ୍ତ ହୋଇ ଥିଲେ । ଭରା ନଦୀ ଦେଇ ବିପଦ […]

ଅପରାଧ ରାଜ୍ୟ

ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ, ୪ ଲକ୍ଷରୁ ଅଧିକ ଟଙ୍କା ଜବତ

ବ୍ରହ୍ମପୁର ୦୩/୧୦: ପାର୍ବଣରେ ପୋଲିସକୁ ସଫଳତା । ବ୍ରହ୍ମପୁର ସଦର ଥାନା ଅଞ୍ଚଳ ଖାରବେଳ ନଗର ଜୁଆ ଆଡ୍ଡା ଉପରେ ଚଢାଉ ପୋଲିସର ଚଢାଉ । ତେବେ ଏହି ଚଢାଉରେ ୧୦ ଜୁଆଡି ଗିରଫ ହୋଇଛନ୍ତି । ୪ ଲକ୍ଷ ୨୫ ହଜାର ୨୭୦ ଟଙ୍କା ଜବତ କରିଛି ପୋଲିସ । ଏହାସହ ୧୧ ଟି ମୋବାଇଲ୍ ଓ ୩ ଟି ମୋଟରସାଇକେଲ ମଧ୍ୟ ଜବତ କରିଛି ପୋଲିସ୍ । ଏନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସ୍ […]

ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତିନାଶିନୀ, ପୀଠରେ ମହାନବମୀ ପୂଜା

ଭୁବନେଶ୍ୱର ୦୩/୧୦: ଦୁର୍ଗତୀନାଶିନୀ ମାଆ ଦୁର୍ଗାଙ୍କ ପୂଜା ପାଇଁ ଚାରିଆଡେ ଉତ୍ସବର ମାହୋଲ । ସାଜସଜ୍ଜା ସାଙ୍ଗକୁ ମନ୍ତ୍ରଧ୍ବନିରେ କମ୍ପୁଛି ପୁରା ପରିବେଶ । ଆଜି ମହାମାୟାଙ୍କ ମହାଷ୍ଟମୀ ପୂଜା । ମଣ୍ଡପରେ ମାଆଙ୍କର ଅଷ୍ଟମୀ ପୂଜା କରାଯାଉଛି । ଅଷ୍ଟମୀରେ ମାଆଙ୍କର ସନ୍ଧି ପୂଜା କରାଯାଏ । ଏହି ଅବସରରେ ମାଆଙ୍କୁ ପଣା , ପାଣି କଖାରୁ ବଳି ଦିଆଯିବା ସହ ଚଣ୍ଡିପାଠ କରାଯିବାର ସ୍ବତନ୍ତ୍ର ପରମ୍ପରା ରହିଛି । ଅଷ୍ଟମୀରେ ମହିଳାମାନେ ବ୍ରତ ରଖିଥାନ୍ତି […]

ଅପରାଧ ରାଜ୍ୟ

୨୬ ଦିନ ହେଲା ନିଖୋଜ ଥିଲେ: ଜଙ୍ଗଲରୁ ମହିଳାଙ୍କ କଙ୍କାଳ ଉଦ୍ଧାର

ଲାଞ୍ଜିଗଡ(କ୍ଷମାନିଧି ମହାଖୁଡ଼): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଳକ ବିଶ୍ୱନାଥପୁର ଥାନା ଅନ୍ତର୍ଗତ କୁଟ୍ରୁଗୁଡା ଗାଁର ଜନୈକା ମହିଳା ଅନୁସୂୟା ହରିଜନ(୨୨ବର୍ଷ)ପ୍ରାୟ ୨୬ ଦିନ ହେଲା ନିଖୋଜ ଥିଲେ।କଳାହାଣ୍ଡି ଜିଲ୍ଲା ସୀମାନ୍ତ ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ବାଲିଯୋଡ଼ି ଗାଁ ଜଙ୍ଗଲରୁ ତାଙ୍କ କଙ୍କାଳ ଉଦ୍ଧାର କରାଯାଇଛି। ଲାଞ୍ଜିଗଡ ବ୍ଳକ ବିଶ୍ଵନାଥପୁର ଥାନା କୁଟ୍ରାଗୁଡ଼ା ଗ୍ରାମର ଅନୁସୂୟା ହରିଜନଙ୍କୁ ଅମ୍ବାଦଳା ଥାନା କଦମ୍ବଗୁଡ଼ା ଗ୍ରାମର ରାହୁଲ କରକରିଆଙ୍କୁ କେରଳରେ ପ୍ରେମ ବିବାହ କରି ସେଠାରେ ଉଭୟ ରହି […]

ଅପରାଧ ରାଜ୍ୟ

ଫେରାର ଠକକୁ ବାନ୍ଧିଲା ଇଓଡ଼ବ୍ଲ୍ୟୁ, ଓଡିଶା ହୋମ ନିର୍ଦ୍ଦେଶକ ଗିରଫ

ଭୁବନେଶ୍ୱର ୦୨।୧୦ : ଫେରାର ଠକକୁ ବାନ୍ଧିଲା ଇଓଡ଼ବ୍ଲ୍ୟୁ । ଓଡିଶା ହୋମ କମର୍ସିଆଲ ପ୍ରାଇଭେଟ ଲିମିଟେଡ଼ କମ୍ପାନୀର ନିର୍ଦ୍ଦେଶକ ଗିରଫ ହୋଇଛନ୍ତି । ଗିରଫ ନିର୍ଦ୍ଦେଶକଙ୍କ ନାମ ମନୋଜ ପଣ୍ଡା । ଖବର ଅନୁଯାୟୀ, ଗତ କିଛି ତଳେ ମନୋଜ ବିରୁଦ୍ଧରେ ଲୁକ ଆଉଟ ସରକୁଲାର ଜାରି କରିଥିଲା ଇଓଡ଼ବ୍ଲ୍ୟୁ । ଆପାର୍ଟମେଂଟ ଓ ଫ୍ଲାଟ ଦେବା ନାଁରେ ୨୦ କୋଟି ଠକେଇ ଅଭିଯୋଗ ହୋଇଥିଲା । ଭୁବନେଶ୍ୱର ସାଂପୁର ଗଣପତି ମୌଜାରେ ଫ୍ଲାଟ ଓ […]