ବାଇକ୍ ଓ ପିକ୍ଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା, ଦୁଇ ମୃତ
ସାଲେପୁର ୨୭/୧୦: ବୁଧବାର ବିଳମ୍ବିତ ରାତିରେ କଟକ ଚାନ୍ଦବାଲି ରାସ୍ତାର ଜଗତପୁର ଥାନା କାଜିବଜାର ନିକଟରେ ବାଇକ୍ ଓ ପିକ୍ ଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା । ଫଳରେ ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ମୁତାବକ ସତ୍ୟଭାମାପୁର ଗ୍ରାମର ୫୯ ବର୍ଷୀୟ ଅନୁପ ସାମଲ ଓ ତାଙ୍କ ୪୦ ବର୍ଷୀୟ ଝିଅ ଅଞ୍ଜଳି ସ୍ୱାଇଁ ଉଭୟ ବାଇକ୍ ରେ ରାତ୍ରି ପ୍ରାୟ ତିନିଟା ସମୟରେ ରେଲୱେ ଷ୍ଟେସନ ଯାଉଥିଲେ । […]