ପୂର୍ବଶତ୍ରୁତାକୁ ନେଇ ଠିକାଦାରଙ୍କୁ ଗୁଳିମାଡ, ଗୁରୁତର ଅବସ୍ଥାରେ ହସ୍ପିଟାଲ୍ରେ ଭର୍ତ୍ତି
ରାଉରକେଲା ୧୩।୧୧: ରାଉରକେଲାର ଝିରିପାଣି ଅଞ୍ଚଳରେ ଫୁଟିଲା ଗୁଳି । ପୂର୍ବ ଶତ୍ରୁତାକୁ ନେଇ ଗୁଳିମାଡ । ବାଞ୍ଛା ତନ୍ତି ନାମକ ଠିକାଦାରଙ୍କୁ ଗୁଳିମାଡ଼ ହୋଇଥିବା ନେଇ ଅଭିଯୋଗ ହୋଇଛି । ଠିକାଦାରଙ୍କ ଡାହାଣ ଗୋଡରେ ବାଜିଛି ଗୁଳି। ତାଙ୍କୁ ଗୁରୁତର ଅବସ୍ଥାରେ ଆଇଜିଏଚ୍ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ଆଡ଼ିସିନାଲ ଏସ୍ପିଙ୍କ ସହ ସାଇଣ୍ଟିଫିକ ଟିମ ପହଞ୍ଚି ଯାଞ୍ଚ କରୁଛି। ଗାଁର ସ୍ଥାନୀୟ ଲୋକଙ୍କ ପୋଲିସକୁ ସୂଚନା ଦେଇଥିଲେ । ଝିରିପାଣି […]









