ଖଇଙ୍ଗା ମାଛର ହବ୍ ପାଲଟିଛି ଚିଲିକା, ଶୁଖୁଆକୁ ନେଇ ବଢ଼ୁଛି ଡିମାଣ୍ଡ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଖୋର୍ଦ୍ଧା ୦୨/୧୨: ରାଜ୍ୟରେ ଜଳ ସମ୍ପଦ ଅଭାବ ନାହିଁ । ଏଠାରେ ଭିନ୍ନ ସ୍ଥାନରେ ମଧୁର ଜଳ ଓ ଖାରି ପାଣିରେ ମାଛଚାଷ ହୋଇଆସୁଛି । ତନ୍ମଧ୍ୟରୁ ଏସିଆ ମହାଦେଶର ସର୍ବବୃହତ ହ୍ରଦ ଚିଲିକା ହେଇଛି ଅନ୍ୟତମ । ତେବେ ଏହାର […]









