କାର୍ରେ ଚାଲାଣ ହେଉଥିଲା ଦେଶୀ ମଦ, ମାଡିବସିଲା ଅବକାରୀ ବିଭାଗ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଖଲ୍ଲିକୋଟ୦୫/୧୨: ଛତ୍ରପୁର ଉପକଣ୍ଠ ପାଲୁର ରୋଡ଼ ସ୍ଥିତ ଜାତୀୟ ରାଜପଥ ଉପରେ ଅଚାନକ ଚଢ଼ଉ । ୯୦୦ଲିଟର ବେଆଇନ ଦେଶୀ ମଦ ଜବତ ସହ ଗାଡିକୁ ଜବତ କଲା ଅବକାରୀ ବିଭାଗ । ଗଞ୍ଜାମ ଅବକାରୀ ଅଧିକ୍ଷକଙ୍କ ନିର୍ଦେଶ କ୍ରମେ ଭୋର […]









