ରାଜ୍ୟ ସ୍ପେଶାଲ ରିପୋର୍ଟ

୯ ଜନଜାତି ଚିତ୍ରକଳାକୁ ହସ୍ତଶିଳ୍ପ ମାନ୍ୟତା

ଭୁବନେଶ୍ବର : ହସ୍ତଶିଳ୍ପରେ ସାମିଲ ହୋଇଛି ‘ଜନଜାତି ଚିତ୍ରକଳା’। ପ୍ରଥମ ପର୍ଯ୍ୟାୟରେ ୯ ଗୋଟି ଜନଜାତି ଚିତ୍ରକଳାକୁ ସାମିଲ କରାଯାଇଛି। ସେଗୁଡ଼ିକ ହେଲା, ଲାଞ୍ଜିଆ ସଉରା ଚିତ୍ରକଳା, ସଉରା ଚିତ୍ରକଳା, ଗଣ୍ଡ ଚିତ୍ରକଳା, ଡଙ୍ଗରିଆ କନ୍ଧ ଚିତ୍ରକଳା, କୁଟିଆକନ୍ଧ ଚିତ୍ରକଳା, ସାନ୍ତାଳ ଚିତ୍ରକଳା, କୋହ୍ଲ ଚିତ୍ରକଳା, ଜୁଆଙ୍ଗ ଚିତ୍ରକଳା ଓ ଓରାଓଁ ଚିତ୍ରକଳା। ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁ ଆଜି ଏହି ଘୋଷଣା କରିଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ସମୁଦାୟ ୫୧ଟି […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଜୈବ ବିବିଧତା ଐତିହ୍ୟସ୍ଥଳୀ ଦୌଡ଼ରେ ଗନ୍ଧମାର୍ଦ୍ଦନ

ଭୁବନେଶ୍ବର : ଜୈବ ବିବିଧତାରେ ପରିପୂର୍ଣ୍ଣ ଓଡ଼ିଶା। ମାଲକାନଗିରିର ବଣ୍ଡା ହିଲ୍ସରୁ ଆରମ୍ଭ କରି ଦେବଗଡ଼ର ପ୍ରଧାନପାଟ ପର୍ଯ୍ୟନ୍ତ ସବୁଠି ଭରି ରହିଛି ବିରଳ ତଥା ବିଲୁପ୍ତପ୍ରାୟ ବୃକ୍ଷଲତା। ଏଠାରେ ବହୁ ବିଲୁପ୍ତପ୍ରାୟ ଜୀବଜନ୍ତୁ ଓ ସରୀସୃପଙ୍କ ମଧ୍ୟ ଉପସ୍ଥିତି ଅଛି। ଏହି ସବୁ ସ୍ଥାନକୁ ଚିହ୍ନଟ କରି ଜୈବବିବିଧତା ଐତିହ୍ୟସ୍ଥଳର ମାନ୍ୟତା ଦେବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଫୁଲବାଣୀ ଜିଲ୍ଲାର ମାଣ୍ଡାସୁରକୁ ରାଜ୍ୟର ପ୍ରଥମ ଜୈବବିବିଧତା ଏତିହ୍ୟସ୍ଥଳୀର ମାନ୍ୟତା ମିଳିଥିବା ବେଳେ ଗତ […]

ଅପରାଧ ରାଜ୍ୟ

ମା’ର ଭୁଲ୍‌ ନାଁ ପାଇଁ ଚାଲିଗଲା ପୁଅ! ବିଜୁ ସ୍ବାସ୍ଥ୍ୟକାର୍ଡରେ ମିଳିଲାନି ଚିକିତ୍ସା

ଲାଞ୍ଜିଗଡ଼ : କଳହାଣ୍ଡି ଜିଲ୍ଲାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିବା ଖବର ନୂଆ ନୁହେଁ। ଗତ ଗୁରୁବାର ଦିନ ଚିକିତ୍ସା ସୁବିଧା ପାଇନଥିଲେ ଜଣେ ମହିଳା। ଯାଆଁଳା ଶିଶୁ ଜନ୍ମଦେଇ ପ୍ରାଣ ହରାଇଥିଲେ। ଶୁକ୍ରବାର ଦିନ ଆଉ ଏକ ଉଦ୍‌ବେଗଜନକ ଖବର ସାମ୍ନାକୁ ଆସିଛି। ବିଜୁ ସ୍ବାସ୍ଥ୍ୟକାର୍ଡରେ ମା’ର ନାଁ ବଦଳି ଯାଇଥିବାରୁ ଜଣେ ନାବାଳକ ଚିକିତ୍ସାରୁ ବଞ୍ଚିତ ହୋଇ ପ୍ରାଣ ହରାଇଛନ୍ତି। ଏହି ନାବାଳକ ହେଉଛନ୍ତି, ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକ୍‌ ଅନ୍ତର୍ଗତ ବେନଗାଁ ପଞ୍ଚାୟତ ଧଂରାଭଟା ଗାଁର […]

ରାଜ୍ୟ ସ୍ପେଶାଲ ରିପୋର୍ଟ

‘ମୁକ୍ତା ଯୋଜନାରେ ୨୪ ଲକ୍ଷ ଚଳୁ!

ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ ‘ମୁକ୍ତା’ (ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ) ଯୋଜନାରେ ୨୪ଲକ୍ଷ ଟଙ୍କା ଚଳୁ ହୋଇଛି। ଏହି ଯୋଜନାରେ ନିର୍ମିତ ଜଳ ଅମଳ ପ୍ରକଳ୍ପ ବାବଦରେ ଖର୍ଚ୍ଚ ହୋଇଥିବା ଟଙ୍କାର ନା ହିସାବ ମିଳୁଛି, ନା ଜିଲ୍ଲା ପ୍ରଶାସନ ଏ ସମ୍ପର୍କରେ ନଗର ଉନ୍ନୟନ ବିଭାଗକୁ ରିପୋର୍ଟ ଦେଉଛି। ମହିଳା ସ୍ବୟଂସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)କୁ ମୋହରା ବନାଇ ଠିକାଦାର ଓ ଯନ୍ତ୍ରୀମାନେ ମନଇଚ୍ଛା କାମ କରିଥିବା ଏହି ଅର୍ଥ ବାଟବାରଣା କରିଥିବା ଅଭିଯୋଗ ହେଉଛି, […]

ରାଜନୀତି ରାଜ୍ୟ

ପଦ୍ମପୁରରେ ବିଜେଡ଼ିର ବାଜିମାତ୍ । ବିପୁଳ ଭୋଟରେ ବିଜୟୀ ହେଲେ ବର୍ଷା ସିଂ ବରିହା, ବହୁ ପଛରେ ପଡିଲେ ପ୍ରଦୀପ ପୁରୋହିତ ।

ବ୍ୟୁରୋ: ପଦ୍ମପୁର ଉପନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା । କେବଳ ବିଜୟୀ ହୋଇନାହାଁନ୍ତି ସବୁ ଆକଳନକୁ ଭୁଲ ପ୍ରମାଣିତ କରି ରେକର୍ଡ ବ୍ୟବଧାନରେ ଜିତିଛନ୍ତି ବିଜେଡି ପ୍ରାର୍ଥୀ । ବିଜେପିର ଭୋଟ ପରିମାଣ କମ୍ ହୋଇନଥିଲେ ବି ବିଜେଡିର ଭୋଟ ପରିମାଣ ଯଥେଷ୍ଟ ବଢ଼ିଯାଇଛି । କଂଗ୍ରେସର ଭୋଟ ବିଜେଡିକୁ ଚାଲିଯିବାରୁ ଭୋଟ ବ୍ୟବଧାନ ବଢ଼ିଯାଇଥିବା କୁହାଯାଉଛି । ଆଉ ପଦ୍ମପୁରରେ ବିଜେଡିର ଏହି ବିଜୟ ଦଳୀୟ ଶିିବିରରେ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଶିଳ୍ପ ସହ ସାମାଜିକ ଦାୟୀତ୍ୱବୋଧତା ଉପରେ ଗୁରୁତ୍ୱ, ବେଦାନ୍ତ ଆଲୁମିନିୟମ ଗ୍ରାମାଂଚଳର ଛାତ୍ରଛାତ୍ରୀମାନଙ୍କୁ ସହାୟତା

ବ୍ୟୁରୋ : ଭାରତର ସର୍ବ ବୃହତ ଆଲୁମିନା ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଶିକ୍ଷାର ବ୍ୟବଧାନକୁ ଦୂର କରିବା ତଥା ଗୁଣାତ୍ମକ ଶିକ୍ଷାର ଅବିରତ ସୁଯୋଗ ଦେଇ ଓଡ଼ିଶାର ଗ୍ରାମାଂଚଳର ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାର ସୁଯୋଗ ପାଇବାକୁ ଉତ୍ସାହିତ କରୁଛି । ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାର ଯୁବକମାନଙ୍କ ମଧ୍ୟରେ ସ୍ଥାୟୀ ଶିକ୍ଷାର ମହତ୍ୱ ଉପରେ ସଚେତନତା ସୃଷ୍ଟି କରିବା ଲାଗି କମ୍ପାନି ଏକ ସପ୍ତାହ ଧରି ଅଭିଯାନ ଚଳାଇଥିଲା । ଏହି ଅଭିଯାନର ଏକ ଅଂଶ ଭାବରେ ବେଦାନ୍ତ ଆଲୁମିନିୟମ […]

ଦେଶ ବିଦେଶ ରାଜନୀତି

ବିଜୟ ଅଭିମୁଖେ ରିବାବା ଜାଡେଜା, ଜାଣନ୍ତୁ ଏପର୍ଯ୍ୟନ୍ତ କେତେ ଭୋଟରେ ଆଗୁଆ

ବ୍ୟୁରୋ : ଉତ୍ତର ଗୁଜରାଟର ଜାମନଗର ଆସନରୁ ବିଜେପିରୁ ପ୍ରାର୍ଥୀ ହୋଇଥିବା କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ରିବାବା ଜାଡେଜା ଏବେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀଙ୍କ ଠାରୁ ୩୫ ହଜାରରୁ ଅଧିକ ଭୋଟରେ ଆଗୁଆ ଅଛନ୍ତି । ରିବାବାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସର ବିପେନ୍ଦ୍ରସିଂ ଜାଡେଜା ଓ ଆମ୍ ଆଦମୀ ପାର୍ଟିର କରସନ କର୍ମୁରଙ୍କୁ ପଛରେ ପକାଇ ଦେଇଛନ୍ତି । ଜାମନଗର ଉତ୍ତର ବିଧାନସଭାରେ ପ୍ରତିଥର ବିଧାୟକ ବଦଳିଥାନ୍ତି । କେବେ କଂଗ୍ରେସ ତ କେବେ ବିଜେପି […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଦାଦନ ଛାଡ଼ି ସ୍ବାବଲମ୍ବୀ ହେଲେ ଆଦିବାସୀ ଯୁବକ: ସରକାରୀ ସହାୟତାରେ ନିଜେ ଖୋଲିଲେ ୱେଲଡିଂ ଦୋକାନ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ପାତ୍ରପୁର : ପାଖରେ ଉଚ୍ଚଶିକ୍ଷାଗତ ଯୋଗ୍ୟତା ନଥିଲେ ବି ଦୃଢ଼ ଇଚ୍ଛାଶକ୍ତି ଓ ଅଧ୍ୟବସାୟ ବଳରେ ନିଜର ବୁଦ୍ଧି ଖଟାଇ ଅସାଧ୍ୟକୁ ସାଧ୍ୟ କରିହୁଏ। ଅନ୍ୟ ଉପରେ ନିର୍ଭର ନକରି ସ୍ବାବଲମ୍ବୀ ହେବା ପାଇଁ ବାଟ ଫିଟିଥାଏ। ଏହାକୁ ସତ ପ୍ରମାଣିତ […]

ଦେଶ ବିଦେଶ ରାଜନୀତି

ହିମାଚଳରେ ବିଜୟ ମୁହାଁ କଂଗ୍ରେସ ! କିଏ ହେବେ ରାଜ୍ୟର ଆଗାମୀ ମୁଖ୍ୟମନ୍ତ୍ରୀ? କଂଗ୍ରେସ ଅଧ୍ୟକ୍ଷ କହିଲେ…

ବ୍ୟୁରୋ: ହିମାଚଳରେ ପୁଣି ଫେରୁଛି କଂଗ୍ରେସ ରାଜ୍ ! ବର୍ତ୍ତମାନର ଟ୍ରେଣ୍ଡକୁ ଲକ୍ଷ୍ୟ କଲେ କଂଗ୍ରେସ ହିମାଚଳ ପ୍ରଦେଶରେ ସରକାର ଗଢୁଥିବା ଭଳି ମନେ ହେଉଛି । ୬୮ ବିଧାନସଭା ସିଟ୍ ବିଶିଷ୍ଟ ଏହି ରାଜ୍ୟରେ ସରକାର ଗଢିବାକୁ ୩୯ ବିଧାୟକ ଆବଶ୍ୟକ । ଯାହାକି ଏଥର ନିର୍ବାଚନରେ କଂଗ୍ରେସ ହାତେଇଲା ଭଳି ଅନୁମାନ କରାଯାଉଛି । ତେବେ ହିମାଚଳ ପ୍ରଦେଶରେ ଯଦି କଂଗ୍ରେସ ଜିତାପଟ ହାସଲ କରେ, ତେବେ କିଏ ହେବ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ? […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଜାନୁଆରି ୨୫ରେ ଶ୍ରୀଜିଉଙ୍କ ପଦ୍ମବେଶ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ପୁରୀ : ଜାନୁଆରି ୨୫ରେ ଶ୍ରୀଜିଉଙ୍କ ପଦ୍ମବେଶ ଅନୁଷ୍ଠିତ ହେବ। ପଦ୍ମଫୁଲରେ ସଜ୍ଜିତ ହେବେ ବଡଠାକୁର ଶ୍ରୀବଳଭଦ୍ର, ମା’ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥ।। ଏଥିପାଇଁ ବେଶ ପ୍ରସ୍ତୁତି ପୂର୍ବରୁ ଆଜି ବଡ଼ଛତା ମଠରେ ଅନୁକୂଳ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। ମଠ […]