ସମ୍ବଲପୁର ସହରରେ କର୍ଫ୍ୟୁ ବଳବତ୍ତର, ଆଜିଠୁ ରାତି ୧୦ଟା ଯାଏ କୋହଳ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ସମ୍ବଲପୁର : ଗତ ୧୪ ତାରିଖ ମଧ୍ୟରାତ୍ରିରୁ ସମ୍ବଲପୁର ସହରରେ ଲାଗୁ ହୋଇଥିବା କର୍ଫ୍ୟୁ ୧୨ ନମ୍ବର ଦିନରେ ବି ଜାରି ରହିବ। ଆସନ୍ତାକାଲି ଅର୍ଥାତ୍ ୨୫ ତାରିଖରେ ବି କର୍ଫ୍ୟୁ ବଳବତ୍ତର ରହିବ। ତେବେ ୨୫ ତାରିଖରେ କର୍ଫ୍ୟୁ କୋହଳ […]









