ନୂଆବର୍ଷ ପାଇଁ ପ୍ରଶାସନିକ ପ୍ରସ୍ତୁତି: ରାତି ୧ରୁ ଶ୍ରୀମନ୍ଦିର ଦ୍ବାରଫିଟା, ଦର୍ଶନ
ପୁରୀ: ନୂଆବର୍ଷ ପାଇଁ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୁଲିସର ମିଳିତ ପ୍ରସ୍ତୁତି ଆରମ୍ଭ ହୋଇଛି। ଯେହେତୁ ଏବେଠୁ ଶ୍ରୀକ୍ଷେତ୍ରରେ ପର୍ଯ୍ୟଟକ ତଥା ଭକ୍ତଙ୍କ ଅସମ୍ଭାଳ ଭିଡ଼ ଲାଗିଲାଣି, ତାକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା ପାଇଁ ନିଷ୍ପତ୍ତି ହୋଇଛି। ୩୧ ତାରିଖ ପହୁଡ଼ ପରେ ପରେ ରାତି ୧ରୁ ଶ୍ରୀମନ୍ଦିର ଦ୍ବାରଫିଟା ନୀତି ହେବ। ଏହା ପରେ ଅନ୍ୟାନ୍ୟ ନୀତିକାନ୍ତି ସହ ଭକ୍ତଙ୍କୁ ଦର୍ଶନ ସୁଯୋଗ ଦେବାକୁ ନିଷ୍ପତ୍ତି ହୋଇଛି। ସେପଟେ ଭକ୍ତଙ୍କ ପାଇଁ […]









