କେୟାରଏଜ୍ ରିପୋର୍ଟ: ସାମଗ୍ରିକ ପ୍ରଦର୍ଶନରେ ଓଡ଼ିଶା ସ୍ଥାନ ୧୧
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ବର : ଅର୍ଥନୀତିଠାରୁ ଆରମ୍ଭ କରି ସାମାଜିକ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ବଡ଼ ରାଜ୍ୟଗୁଡ଼ିକ ତାଲିକାରେ ଓଡ଼ିଶାର ସ୍ଥାନ ୧୧ ରହିଛି। କେୟାର ରେଟିଙ୍ଗ୍ସର ସଂସ୍ଥା କେୟାରଏଜ୍ ପକ୍ଷରୁ ଜାରି କରାଯାଇଥିବା ରାଜ୍ୟମାନଙ୍କ ପ୍ରଥମ ରୢାଙ୍କିଙ୍ଗ୍ ରିପୋର୍ଟରୁ […]









