ଇଡି ଚାର୍ଜସିଟ୍ରେ ଅର୍ଚ୍ଚନାଙ୍କ ବ୍ଲାକ୍ମେଲ୍ କାହାଣୀ: ମାମଲା ରଫାଦଫା ପାଇଁ ନେଇଥିଲେ ୩୩ ଲକ୍ଷ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ବର : ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାର ଗୁମର ଖୋଲିଛି ଇଡି। ଯୌନ ନିର୍ଯାତନା ମାମଲା ରଫାଦଫା କରିବାକୁ ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ବାଇଁଙ୍କୁ ବ୍ଲାକମେଲ୍ କରି ଅର୍ଚ୍ଚନା କେମିତି ୩୩ ଲକ୍ଷ ଟଙ୍କା ହାତେଇଥିଲେ, ସେ ସଂପର୍କରେ ଇଡି ଚାର୍ଜସିଟ୍ରେ […]









