କଳା ଓ ସଂସ୍କୃତି ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି

ତାଞ୍ଜାନିଆ ଓଡ଼ିଆ ସମାଜ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା

ଭୁବନେଶ୍ୱର : ପୂର୍ବ ଆଫ୍ରିକାର ତାଞ୍ଜାନିଆରେ ,ଓଡିଶାର ଦେବଗଡ ଜିଲ୍ଲାର ବିନୟ ଶ୍ରୀକାନ୍ତ ପ୍ରଧାନ ଚଳିତ ବର୍ଷ ଅଗଷ୍ଟ ମାସ ଠାରୁ ଭାରତୀୟ ଉଚ୍ଚାୟୁକ୍ତ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି | ତାଞ୍ଜାନିଆରେ ଥିବା ଓଡ଼ିଆ ସମାଜର ସଦସ୍ୟମାନେ ଶ୍ରୀପ୍ରଧାନଙ୍କୁ ସ୍ୱାଗତ କରିଛନ୍ତି | ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀପ୍ରଧାନଙ୍କ ପତ୍ନୀ, ବିଶିଷ୍ଟ ଓଡିଶୀ ନୃତ୍ୟଶିଳ୍ପୀ ମୋନାଲିସା ଶୁଭଦର୍ଶନୀ ମଧ୍ୟ ଉପସ୍ଥିତ ଥିଲେ | କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଦିଗବିଜୟ ସାହୁ ଓ ଦୀପିକ ସାହୁ | ପ୍ରିୟରଞ୍ଜନ […]