ଜଣାଶୁଣା କନ୍ନଡ଼ ଅଭିନେତା ସୁରେନ୍ଦ୍ର ବଣ୍ଟଓ୍ବାଲଙ୍କ ପରଲୋକ : ଘରୁ ସନ୍ଦେହଜନକ ଅବସ୍ଥାରେ ମିଳିଲା ମୃତଦେହ
ବେଙ୍ଗାଲୁରୁ ୨୨/୧୦: ମନୋରଞ୍ଜନ ଜଗତରୁ ଗୋଟିଏ ପରେ ଗୋଟିଏ ଦୁଃଖଦ ଖବର ସାମନାକୁ ଆସୁଛି। ନିକଟରେ ଟିଭି ଅଭିନେତ୍ରୀ ଜରିନା ରୋଶନ୍ ଖାନଙ୍କ ମୃତ୍ୟୁ ପରେ ଟିଭି ଇଣ୍ଡଷ୍ଟ୍ରିର ଲୋକେ ସ୍ତବ୍ଧ ହୋଇଯାଇଥିଲେ। ଏବେ ଶୁଣିବାକୁ ମିଳିଛି ଯେ ଜଣାଶୁଣା କନ୍ନଡ଼ ଅଭିନେତା ସୁରେନ୍ଦ୍ର ବଣ୍ଟଓ୍ବାଲଙ୍କ ମୃତଦେହ ତାଙ୍କ ଘରୁ ମିଳିଛି। ‘ଟୁଲ୍ଲୁ’ ଅଭିନେତାଙ୍କ ମୃତ୍ୟୁ ତାଙ୍କ ବଣ୍ଟଓ୍ବାଲ୍ ସ୍ଥିତ ଘରେ ହୋଇଛି। ପୋଲିସ୍ ଏହି ମାମଲାରେ ଏବେ ତଦନ୍ତ କରୁଛି। ଅଭିନେତାଙ୍କ ପ୍ରଶଂସକ ଏହି ଖବର […]