ଧର୍ମ

ଭଗବାନ ବିଷ୍ଣୁଙ୍କୁ କିଏ ଦେଇଥିଲେ ସୁଦର୍ଶନ ଚକ୍ର? ଜାଣନ୍ତୁ କାହିଁକି ମିଳିଥିଲା ବରଦାନ

ଭୁବନେଶ୍ୱର ୨୨/୧୦ : ହିନ୍ଦୁ ଧର୍ମରେ ଗୁରୁବାର ଭଗବାନ ବିଷ୍ଣୁଙ୍କୁ ସମର୍ପିତ। ଭଗବାନ ବିଷ୍ଣୁଙ୍କ ପୂଜା ପାଇଁ ଗୁରୁବାର ଦିନ ଅତ୍ୟନ୍ତ ଖାସ। ଭଲ ମନରେ ବିଷ୍ଣୁଙ୍କୁ ପୂଜା କଲେ ଭକ୍ତଙ୍କ ସମସ୍ତ ମନୋସ୍କାମନା ପୁରା ହୁଏ ବୋଲି କୁହାଯାଏ। ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ଗୁରୁବାର ଦିନ ବିଧିବଦ୍ଧ ଭାବେ ବିଷ୍ଣୁଙ୍କୁ ପୂଜା କଲେ ସମସ୍ତ ସଙ୍କଟ ଦୂର ହୋଇଥାଏ। ବିଷ୍ଣୁଙ୍କୁ ଜଗତର ପାଳନକର୍ତ୍ତା ବୋଲି କୁହାଯାଏ। ଶାସ୍ତ୍ର ଅନୁସାରେ, ଭଗବାନ ବିଷ୍ଣୁଙ୍କ ତିନି ଅବତାର […]