କଥାଟିଏ କହିଦେଲେ ଗୃହମନ୍ତ୍ରୀ: ପୀଡ଼ିତାଙ୍କ କ୍ଷତିପୂରଣରେ ବାଟମାରଣା
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ . ଭୁବନେଶ୍ବର : ବିଭିନ୍ନ ଅପରାଧରେ ପୀଡ଼ିତ, ପୀଡ଼ିତାଙ୍କ ସରକାରୀ ସହାୟତା ଟଙ୍କା ବାଟମାରଣା ହେଉଛି। ଏହା ପଛରେ ରହିଛି କିଛି ଅସାଧୁ ପୁଲିସ ଓ ଆଇନ୍ଜୀବୀଙ୍କ ହାତ। ସେମାନଙ୍କ ମଧ୍ୟରେ ଅସାଧୁ ମେଣ୍ଟ ରହିଛି। ସରକାର ‘ସାକାର’ ଯୋଜନା ମାଧ୍ୟମରେ […]









