ନାଲ୍କୋ ଏସ୍ଭିଏମ୍ରେ ୫୧ ଶିକ୍ଷକ ପଦ ଖାଲି, ଶିକ୍ଷକ ଅଭାବ ଯୋଗୁଁ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ନାଲକୋନଗର : ଶିକ୍ଷା ବିକାଶ ସମିତି ସହବନ୍ଧିତ ନାଲକୋ ପରିଚାଳନା ଅନ୍ତର୍ଭୁକ୍ତ ନାଲ୍କୋ ସରସ୍ବତୀ ବିଦ୍ୟା ମନ୍ଦିର ରାଜ୍ୟର ଏକ ଶ୍ରେଷ୍ଠ ସ୍କୁଲ୍ ଭାବେ ପରିଗଣିତ। ଗତ ୫ ବର୍ଷଧରି ଲଗାତର ଭାବେ ରାଜ୍ୟ ସରକାରଙ୍କ ଠାରୁ ଏହା ‘ବେଷ୍ଟ ସ୍କୁଲ […]









