ବନ୍ଦ ହୋଇଯିବ କି ଟେଲିଗ୍ରାମ୍! ସିଇଓ ଗିରଫ ହେବା ପରେ ଚିନ୍ତାରେ ବ୍ୟବହାରକାରୀ
ବନ୍ଦ୍ ହୋଇଯିବ କି ଟେଲିଗ୍ରାମ୍? ଏବେ ଚିନ୍ତାରେ ପଡ଼ିଗଲେଣି ବ୍ୟବହାରକାରୀ। ଫ୍ରାନ୍ସରେ ଗିରଫ ହୋଇଛନ୍ତି ଟେଲିଗ୍ରାମ୍ର ସିଇଓ ପାଭେଲ ଦୁରଭ। ତାଙ୍କ ଗିରଫଦାରୀ ପରେ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା। ନୂଆଦିଲ୍ଲୀ: ଫ୍ରାନ୍ସରେ ଗିରଫ ହୋଇଛନ୍ତି ଟେଲିଗ୍ରାମ୍ର ସିଇଓ ପାଭେଲ ଦୁରଭ। ତାଙ୍କ ଗିରଫଦାରୀ ପରେ ଟେଲିଗ୍ରାମ୍ ବନ୍ଦ ହୋଇ ଯାଇପାରେ ବୋଲି କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ମେସେଜିଂ ଆପ୍ ଟେଲିଗ୍ରାମର ପ୍ରତିଷ୍ଠାତା ଓ ସିଇଓ ପାଭେଲ୍ ଦୁରୋଭଙ୍କୁ ଗତକାଲି ଫ୍ରାନ୍ସରେ ଗିରଫ କରାଯିବା ପରେ ଏହି ଆପ୍ […]









