ଖୋର୍ଦ୍ଧାରୋଡ-ବଲାଙ୍ଗୀର ରେଳ ପ୍ରକଳ୍ପ: ମିଳିଲା ୬୮ କିମି ଜଙ୍ଗଲ ଅନୁମତି
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ବର/ବଲାଙ୍ଗୀର : ଖୋର୍ଦ୍ଧା ରୋଡ-ବଲାଙ୍ଗୀର ରେଳଲାଇନ ପ୍ରକଳ୍ପରେ ଜଙ୍ଗଲ ଜମିକୁ ଫରେଷ୍ଟ କ୍ଲିଅରାନ୍ସ ବା ଜଙ୍ଗଲ ଅନୁମତି ମିଳିଛି। ପ୍ରକଳ୍ପରେ ଜଙ୍ଗଲ ଜମି ମୁଖ୍ୟ ସମସ୍ୟା ହୋଇ ରହିଥିଲା। ଏବେ ପୁରୁଣାକଟକରୁ ଦଶପଲ୍ଲା ଯାଏ (୬୮କିମି) ପାଇଁ ଜଙ୍ଗଲ ବିଭାଗର ଅନୁମତି […]









