ଥାନାରେ କାନ୍ଦି ନ୍ୟାୟ ମାଗିଲେ ସୋମାଲିକା, ‘ମୁଁ ମରିଗଲେ ସମସ୍ତେ ଶାନ୍ତି ପାଇବେ’
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଜଗତସିଂହପୁର ଟାଉନ୍ : ‘ମୁଁ ଥାନାକୁ ଆସିଛି ଫୋନ୍ କଲ୍ ସଂକ୍ରାନ୍ତରେ ଅଭିଯୋଗ କରିବା ପାଇଁ। ଥାନାରେ ବସିଛି କିନ୍ତୁ ମୋ ଫେସ୍ବୁକରେ ପୋଷ୍ଟ ହୋଇଥିବା ପୁରୁଣା ଫଟୋ କାଢ଼ି ଏଡିଟିଂ କରି ଭାଇରାଲ୍ କରାଯାଉଛି। ତା ପୁଣି ମୁଁ ନିଜେ […]









