ଲଢ଼ୁଆ ବିମାନର ଯନ୍ତ୍ରାଂଶ ନିର୍ମାଣ ପାଇଁ ହାଲ୍କୁ ମିଳିଲା ବଡ଼ ଅର୍ଡର
ଭାରତୀୟ ଏରୋସ୍ପେସ୍ ନିର୍ମାତା ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍ (ହାଲ୍)ର କୋରାପୁଟ ବିଭାଗ ସୁନାବେଡ଼ାରେ ଉତ୍ପାଦିତ ସୁଖୋଇ ୩୦ଏମକେଆଇ ବିମାନର ଏଏଲ-୩୧ଏଫପି ଏରୋ ଇଞ୍ଜିନ୍ ଭାରତୀୟ ବାୟୁସେନା(ଆଇଏଏଫ)ର ସୁଖୋଇ ବିମାନରେ ବ୍ୟବହାର କରାଯିବ। କୋରାପୁଟ: ଭାରତୀୟ ଏରୋସ୍ପେସ୍ ନିର୍ମାତା ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍ (ହାଲ୍)ର କୋରାପୁଟ ବିଭାଗ ସୁନାବେଡ଼ାରେ ଉତ୍ପାଦିତ ସୁଖୋଇ ୩୦ଏମକେଆଇ ବିମାନର ଏଏଲ-୩୧ଏଫପି ଏରୋ ଇଞ୍ଜିନ୍ ଭାରତୀୟ ବାୟୁସେନା(ଆଇଏଏଫ)ର ସୁଖୋଇ ବିମାନରେ ବ୍ୟବହାର କରାଯିବ। କେନ୍ଦ୍ରସରକାରଙ୍କ ସୁରକ୍ଷା କ୍ୟାବିନେଟ୍ କମିଟି ପକ୍ଷରୁ ଏହି ଏରୋ ଇଞ୍ଜିନ୍କୁ […]









