ଧାନ ପରିବହନ ଖର୍ଚ୍ଚ ସୂଚନା ଦେଲେନି ଯୋଗାଣ ମନ୍ତ୍ରୀ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ବର : ମଣ୍ଡିରେ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରେ ପ୍ୟାକ୍ସ। ଚାଉଳ ଉତ୍ପାଦନ ପାଇଁ ପ୍ରତ୍ୟେକ ମଣ୍ଡିରେ ମିଲରମାନଙ୍କୁ ଟ୍ୟାଗ କରାଯାଏ। ମଣ୍ଡିରୁ ମିଲ୍ ପର୍ଯ୍ୟନ୍ତ ଧାନ ପରିବହନ ଟ୍ୟାଗ ହୋଇଥିବା ମିଲ୍ ମାଲିକଙ୍କ ଦାୟିତ୍ବ। ଏଥିପାଇଁ ମିଲ୍ ମାଲିକଙ୍କୁ […]









