ଗୋପବନ୍ଧୁଙ୍କ ନାତି, ନାତୁଣୀ ବୋହୂ ଅଲୋଡ଼ା
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ପୁରୀ/କଟକ : ଉତ୍କଳମଣିଙ୍କ ଜନ୍ମପୀଠ ସୁଆଣ୍ଡୋର ହୋଇଛି ନବକଳେବର। । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସୁଆଣ୍ଡୋ ପ୍ରକଳ୍ପକୁ ଲୋକାର୍ପିତ କରିଛନ୍ତି। କିନ୍ତୁ, ପଣ୍ଡିତ ଗୋପବନ୍ଧୁଙ୍କ ନାତି ତଥା ସାନ ଝିଅ କୀର୍ତ୍ତିମୟୀ ଦେବୀଙ୍କ ପୁତ୍ର ପୀତବାସ ମିଶ୍ର ଓ ସାନ […]









