ପୁରୀ ଜିଲ୍ଲାରେ ଖୋଲିବ ୧୬ ଉପସ୍ବାସ୍ଥ୍ୟକେନ୍ଦ୍ର
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ପୁରୀ: ପୁରୀ ଜିଲ୍ଲାର ବିଭିନ୍ନ ବ୍ଲକ୍ର ପଞ୍ଚାୟତ ସ୍ତରରେ ଖୋଲିବ ଆଉ ୧୬ ଉପସ୍ବାସ୍ଥ୍ୟକେନ୍ଦ୍ର। ୫ରୁ ୭ ହଜାର ଜନସଂଖ୍ୟା ବିଶିଷ୍ଟ ଗ୍ରାମରେ ଏହି ସ୍ବାସ୍ଥ୍ୟଉପକେନ୍ଦ୍ର ଉପଲବ୍ଧ ହେବ। ଔଷଧ ସୁବିଧା ସହ ଯୋଗ, ନିଦାନ, ଓପିଡି, ମାଗଣା ଔଷଧ ସେବା, […]









