୫୦ ବର୍ଷ ଧରି ଜଙ୍ଗଲ ସୁରକ୍ଷାରେ ‘ଜଙ୍ଗଲରାଣୀ’, କାନ୍ଧରେ ଟାଙ୍ଗିଆ ଧରି ଜଙ୍ଗଲ ଜଗୁଛନ୍ତି ହୀରାଦ୍ରି ମାଝୀ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ନୂଆପଡ଼ା : ବର୍ଷେ କି ଦୁଇବର୍ଷ ନୁହେଁ, ଦୀର୍ଘ ୫୦ ବର୍ଷ ଧରି ଜଙ୍ଗଲକୁ ଯୋଗାଇ ଆସୁଛନ୍ତି ସୁରକ୍ଷା। କାନ୍ଧରେ ଟାଙ୍ଗିଆଟିଏ ଧରି ଏ ମୁଣ୍ଡରୁ ସେ ମୁଣ୍ଡ ପଇଁତରା ମାରୁଛନ୍ତି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ସେ ହେଉଛନ୍ତି ଜଣେ ଆଦିବାସୀ […]









