ନକଲି ସାଟିଫିକେଟ୍ରେ ଚାକିରି ପାଇଁ ଆବେଦନ : ଫୁଲବାଣୀରେ ବି ୬ ଆଶାୟୀ ଧରାପଡ଼ିଲେ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ . ଫୁଲବାଣୀ : ବଲାଙ୍ଗୀରରେ ନକଲି ସାଟିଫିକେଟ୍ ରାକେଟ୍ର ପର୍ଦ୍ଦାଫାସ ପରେ ଏବେ ଫୁଲବାଣୀ ଡାକମଣ୍ଡଳରେ ମଧ୍ୟ ସମାନ ଘଟଣା ଘଟିଛି। ଏହି ଡାକମଣ୍ଡଳ ଅଧୀନରେ ଚାକିରି ପାଇଁ ଆବେଦନ କରିଥିବା ଆଶାୟୀଙ୍କ ମଧ୍ୟରୁ ୬ ଜଣଙ୍କ ସାର୍ଟିଫିକେଟ୍ ଜାଲ୍ ବୋଲି […]









