ଓପିଜିସି ଲାଭ ହଜାରେ କୋଟି ଛୁଇଁବ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ବର : ୨୦୨୦ ଡିସେମ୍ବରରେ ଏଇଏସ୍ କମ୍ପାନି ଓପିଜିସିରୁ ବିଦାୟ ନେଇଥିଲା। ଏହି ସମୟରେ ଓପିଜିସିର ପରିସ୍ଥିତି ସଙ୍କଟାପନ୍ନ ରହିବା ସହ କାର୍ଯ୍ୟକାରୀ ହୋଇଥିବା ଦୁଇଟି ନୂତନ ୟୁନିଟ୍ର ପ୍ଲାଣ୍ଟ ଲୋଡ୍ ଫାକ୍ଟୋ(ପିଏଲ୍ଏଫ୍) ୫୧% ରହିଥିଲା। ଏହାବ୍ୟତୀତ କେତେକ ପ୍ରକଳ୍ପର କାର୍ଯ୍ୟ […]









