‘ଆଭା’ ନମ୍ବର ସଂଯୋଗରେ ଓଡ଼ିଶା ଶୀର୍ଷରେ
ଭୁବନେଶ୍ବର : ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା(ପିଏମ୍-ଜେଏୱାଇ)କୁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ତୁ ତୁ ମେଁ ମେଁ ଜାରି ରହିଛି। କେନ୍ଦ୍ରୀୟ ନେତାମାନେ ନିୟମିତଭାବେ ଓଡ଼ିଶାରେ ପିଏମ୍-ଜେଏୱାଇକୁ ଲାଗୁ କରିବା ଲାଗି ରାଜ୍ୟ ସରକାରଙ୍କୁ କହୁଛନ୍ତି। ନିକଟରେ ଓଡ଼ିଶା ଆସିଥିବା କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଭାରତୀ ପାୱାର ମଧ୍ୟ ଆୟୁଷ୍ମାନ ଭାରତକୁ ଓଡ଼ିଶାରେ ତ୍ବରାନ୍ବିତ କରିବା ଲାଗି କହିଥିଲେ। ମାତ୍ର ରାଜ୍ୟ ସରକାର ନିଜର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍କେୱାଇ)ପାଇଁ ଏହାକୁ କାର୍ଯ୍ୟକାରୀ […]









