ଏମିତି ଏକ ଗାଁ’ ଯେଉଁଠି ଆଜିପର୍ଯ୍ୟନ୍ତ ଜଣେ ବି ମାଟ୍ରିକ୍ ପାସ୍ କରିନାହାନ୍ତି
ଓଡ଼ଗାଁ : ସ୍ବାଧୀନତାର ୭୫ ବର୍ଷ ପରେ ଗାଁକୁ ଶିକ୍ଷା, ସ୍ବାସ୍ଥ୍ୟ, ବିଦ୍ୟୁତ୍ ଓ ପାନୀୟ ଜଳ ପହଞ୍ଚି ପାରିନଥିବା ବେଳେ ସରକାରୀ ଉଦାସୀନତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଲୋକମାନେ ଦୁର୍ଗମ ଅଞ୍ଚଳରେ ସରକାରୀ ସୁବିଧା ନ ପାଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏମିତି ବର୍ଷ ପରେ ବର୍ଷ ବିତିଯାଉଥିଲେ ମଧ୍ୟ ଗାଁକୁ ସରକାରୀ ବାବୁଙ୍କ ପାଦ ପଡେନି। ଓଡ଼ଗାଁ ବ୍ଲକ୍ ବାଣ୍ଠପୁର ପଞ୍ଚାୟତ ନେପାଳ ଆଦିବାସୀ ଗାଁକୁ ଦେଖିଲେ ସହଜରେ ବୁଝିହେବ। […]









