ଅନୁଗୁଳ ଜିଲ୍ଲା ମହୋତ୍ସବ ଉଦ୍ଘାଟିତ: ‘୩୦ ବର୍ଷ ସ୍ଥିତିର ସମୀକ୍ଷା ଜରୁରୀ’
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଅନୁଗୁଳ : ‘ଢେଙ୍କାନାଳଠୁ ଅଲଗା ହେବାରେ ଆମକୁ ତିନି ଦଶନ୍ଧି ବିତିଗଲା। ବିଜୁ ପଟ୍ଟନାୟକଙ୍କ ବଳିଷ୍ଠ ପଦକ୍ଷେପ ପାଇଁ ଅନୁଗୁଳ ଜିଲ୍ଲାକୁ ମିଳିଲା ଏକ ନୂଆ ପରିଚୟ। ୧୯୯୩ମସିହା ଏପ୍ରିଲ୍ ମାସରେ କେନ୍ଦ୍ର ଓଡ଼ିଶାର ଏକ ସ୍ବତନ୍ତ୍ର ଜିଲ୍ଲା ଭାବେ ପରିଗଣିତ […]









