ଖରାପ ପାଗ ଯୋଗୁ ବିମାନ ଅବତରଣରେ ସମସ୍ୟା
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଜୟପୁର : ଭୁବନେଶ୍ବରରୁ ଜୟପୁର ଅଭିମୁଖେ ଆଜି ସକାଳେ ଉଡ଼ାଣ ଭରିଥିବା ଇଣ୍ଡିଆ ୱାନ୍ ଏୟାର କମ୍ପାନିର ବିମାନ ଆଜି ଅବତରଣ ସମୟରେ ସମସ୍ୟାର ସମ୍ମୁଖୀନ ହୋଇଛି। ଖରାପ ପାଗ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ, କିଛି ମିନିଟ୍ […]









