ସୋନୁ ନିଗମଙ୍କ ବଡ଼ ବୟାନ, କହିଲେ- ‘ମୁଁ ଚାହେଁନି ମୋ ପୁଅ ଭାରତରେ ସିଙ୍ଗର ହେଉ’
ନୂଆଦିଲ୍ଲୀ ୧୬/୧୧: ପ୍ରତିଷ୍ଠିତ ସିଙ୍ଗର ସୋନୁ ନିଗମ ସବୁ ବେଳେ ନିଜ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହିଆସିଛନ୍ତି। ପୁଣି ଥରେ ସେମିତି ଏକ ମନ୍ତବ୍ୟ ଦେଇ ଦର୍ଶକଙ୍କୁ ଚକିତ କରିଛନ୍ତି ସୋନୁ। ନିକଟରେ ସୋନୁ ନିଗମ ‘ଇଶ୍ବର କା ବୋ ସଚ୍ଚା ବନ୍ଦା’ ଗୀତ ରିଲିଜ୍ କରିଛନ୍ତି। ତେବେ ଏହି ଗୀତର ପ୍ରମୋସନ୍ ବେଳେ ସୋନୁ ଏମିତି କିଛି କହି ଦେଲେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଟାଇମ୍ସ ନାଓକୁ ଦେଇଥିବା ଇଣ୍ଟର ଭ୍ୟୁରେ ସୋନୁ କହିଛନ୍ତି […]
