ଦେଶ ବିଦେଶ ମନୋରଞ୍ଜନ

ମଣ୍ଡପରେ ସୋନୁଙ୍କ ପ୍ରତିମୂର୍ତି

ଚଳଚ୍ଚିତ୍ରର ଖଳନାୟକ ବାସ୍ତବ ଜୀବନର ନାୟକ ଯେବେ ସାଜନ୍ତି, ସେ ସମାଜରେ ପୂଜ୍ୟସ୍ପଦ ଓ ଉଦାହରଣ ହୋଇଯାଆନ୍ତି। ଠିକ୍‌ ଏହିଭଳି ହୋଇଛି ଅଭିନେତା ସୋନୁ ସୁଦ୍‌ଙ୍କ ସହ। ଲକ୍‌ଡାଉନ୍‌ ସମୟରେ ପ୍ରବାସୀ ଶ୍ରମିକଙ୍କ ପାଇଁ ଦେବଦୂତ ସାଜି ବାସ୍ତବ ଜୀବନର ସେ ହିରୋ ପାଲଟିଛନ୍ତି। ଏଣୁ ତାଙ୍କୁ କୃତଜ୍ଞତା ଜଣାଇବା ତଥା ତାଙ୍କ ସମ୍ମାନରେ କୋଲକାତାର ଏକ ଦୁର୍ଗାପୂଜା ମଣ୍ଡପରେ ସୋନୁଙ୍କ ପ୍ରତିମୂର୍ତି ଗଢ଼ାଯାଇଛି। ପ୍ରଫୁଲ୍ଲ କାନନ ୱେଲଫେୟାର ଆସୋସିଏସନ୍‌ ପକ୍ଷରୁ ଆୟୋଜିତ ଏହି ପୂଜା ମଣ୍ଡପର […]