ନେତାଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରୀତି; ହଠାତ ଘରେ ପଶି ମହିଳାଙ୍କୁ ପିଟିଲେ ପତ୍ନୀ
ଗାନ୍ଧୀନଗର: ଅନ୍ୟ ମହିଳାଙ୍କ ସହ ସମୟ ବିତାଇ ହଟହଟା ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଗୁଜରାଟର ଦୁଇଥର କଂଗ୍ରେସ ସଭାପତି ବିକ୍ରମ ସୁଲଙ୍କୀ। ବିକ୍ରମ ନିଜ ବଙ୍ଗଳା ଆନନ୍ଦରେ ଅନ୍ୟ ଜଣେ ମହିଳାଙ୍କ ସହ ସମୟ ବିତାଉଥିବା ସିସିଟିଭିରେ ଧରାପଡ଼ିବା ପରେ ପତ୍ନୀଙ୍କ କ୍ରୋଧର ଶିକାର ହୋଇଛନ୍ତି। କଂଗ୍ରେସ ନେତାଙ୍କୁ ରେଡ୍-ହ୍ୟାଣ୍ଡେଡ୍ ଧରିଛନ୍ତି ତାଙ୍କ ପତ୍ନୀ ରେଶ୍ମା ପଟେଲ। ଏହାପରେ ସିଧା ବଙ୍ଗଳା ଭିତରେ ପଶି ଭରତଙ୍କ ସମେତ ଉକ୍ତ ମହିଳାଙ୍କୁ ଆକ୍ରମଣ କରିଥିରେ ରେଶ୍ମା। ଏହି […]