ଅପରାଧ ରାଜ୍ୟ

ସାଇବର୍‌ ଠକଙ୍କ ଜାଲରେ ରାଜଧାନୀବାସୀ: ଦୁଇ ମାସରେ ନେଇଗଲେ କୋଟିଏ ୭୨ ଲକ୍ଷ

ଭୁବନେଶ୍ବର: ଦୁଇ ମାସରେ ରାଜଧାନୀବାସୀଙ୍କୁ କୋଟିଏ ୭୨ଲକ୍ଷ ଟଙ୍କାର ଚୂନ ଲଗାଇଛନ୍ତି ସାଇବର୍‌ ଠକ। ଏପ୍ରିଲ୍‌ରେ ସାଇବର ଠକ ରାଜଧାନୀରୁ ସାଢ଼େ ୭୬ଲକ୍ଷ ଟଙ୍କା ଓ ମେ’ରେ ୯୫ଲକ୍ଷ ୭୫ ହଜାର ଟଙ୍କା ଲୁଟି ନେଇଛନ୍ତି। ସେହିପରି ଗତ ଏପ୍ରିଲ୍‌ରେ ସାରା ରାଜ୍ୟରୁ ୩୧୩ଟି ଅଭିଯୋଗ ଆସିଥିବା ବେଳେ‌ ମେ’ରେ ୩୩୬ଟି ଅଭିଯୋଗ ଆସିଛି। ସାଇବର ଠକେଇ ରୋକିବା ପାଇଁ କମିସନରେଟ୍‌ ପୁଲିସଠାରୁ ଆରମ୍ଭ କରି କ୍ରାଇମ୍‌ବ୍ରାଞ୍ଚ ପର୍ଯ୍ୟନ୍ତ ସବୁସ୍ତରରେ ଉଦ୍ୟମ କରାଯାଉଛି। ତଥାପି ଲୋକଙ୍କୁ ଠକିବାରେ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଦେଶରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୪୦୪୧ କରୋନା ପଜିଟିଭ୍

ନୂଆଦିଲ୍ଲୀ ୦୩/୦୬: ଉପର ତଳ କରୋନା ଗ୍ରାଫ୍। ଦେଶରେ ପୁଣି ବଢିଛି ସଂକ୍ରମଣ। ଏବେ କରୋନା ସଂକ୍ରମଣ ବଢିବା ଆରମ୍ଭ କରିଛି । ମୃତ୍ୟୁସଂଖ୍ୟାରେ ବି ଲାଗୁନି ବ୍ରେକ୍ । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ପରେ ୪ ହଜାର ତଳକୁ ଖସିବା ପରେ ପୁଣି ବଢିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୦୦୦ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ସ୍ୱାସ୍ଥ୍ୟ […]

ଅପରାଧ

ଘରୁ ସାଙ୍ଗଙ୍କ ସହ ଯାଇଥିଲେ, ପାଞ୍ଚ ଦିନ ପରେ ବସ୍ତା ଭିତରୁ ମିଳିଲା ମୃତଦେହ

ଭଦ୍ରକ ୦୩/୦୬: କାମ ଥିବା କହି ସାଙ୍ଗ ଆସି ଘରୁ ଡାକିନେଲେ । କିନ୍ତୁ ୫ ଦିନ ପରେ ନଈ କୁଳରୁ ବସ୍ତା ଭିତରୁ ମିଳିଲା ମୃତଦେହ । ସୂଚନାନୁଯାୟୀ ଭଦ୍ରକ ଜିଲ୍ଲା ଧୁସିରି ଥାନା ଅଞ୍ଚଳରୁ ଏମିତି ଅଭିଯୋଗ ଆସିଛି । ପିରାହାଟ ଥାନା ଉପରଦୁମୁକା ଗାଁର ଧରଣୀଧର କୁଅଁରଙ୍କ କୋଲକାତାରେ ଦୋକାନ ରହିଛି । ଦୋକାନ ବିକ୍ରିକୁ ନେଇ କେତେକ ଲୋକଙ୍କ ସହ ବିବାଦ ଥିବା କହିଛନ୍ତି ତାଙ୍କ ପୁଅ । ତେବେ ଗତ […]

ଖେଳ ଦେଶ ବିଦେଶ

KKRର କ୍ୟାପଟେନ ଶ୍ରେୟସ୍‌ ଆୟର କିଣିଲେ ମର୍ସିଡିଜ୍‌ SUV, ଏତିକି କୋଟି ଟଙ୍କା ରହିଛି ଦାମ୍‌

ମୁମ୍ବାଇ ୦୩।୦୬: ଶ୍ରେୟସ୍ ଆୟର ଆଇପିଏଲ୍ ୨୦୨୨ରେ ଭଲ ପ୍ରଦର୍ଶନ କରି ପାରିନାହନ୍ତି । ଆୟରଙ୍କ ଅଧିନାୟକତ୍ୱରେ କୋଲକାତା ନାଇଟ୍ ରାଇଡର୍ସ ଦଳ ଆଇପିଏଲ୍ ପ୍ଲେ ଅଫ୍ ରେ ପହଞ୍ଚି ପାରିଲା ନାହିଁ । ଦଳ ୧୪ଟି ମଧ୍ୟରୁ ମାତ୍ର ୬ଟି ମ୍ୟାଚ୍ ଜିତିଛି । ତଥାପି ଶ୍ରେୟସ୍‌ ଟିମ୍ ଇଣ୍ଡିଆରେ ସ୍ଥାନ ଅଧିକାର କରିଛନ୍ତି । ଆୟର୍ ତାଙ୍କର ଧୁଆଁଧାର ବ୍ୟାଟିଂ ଖୁବ୍‌ ପପୁଲାର। ନିକଟରେ ଶ୍ରେୟସ୍ ଏକ ବିଳାସପୂର୍ଣ୍ଣ କାର କିଣିଛନ୍ତି । ଯାହାର […]

ଦେଶ ବିଦେଶ ରାଜନୀତି ସ୍ୱାସ୍ଥ୍ୟ

ଉପନିର୍ବାଚନରେ ଜିତିଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ : ୫୪ ହଜାରରୁ ଅଧିକ ଭୋଟରେ କଂଗ୍ରେସ ପ୍ରାର୍ଥୀଙ୍କୁ ଦେଲେ ମାତ୍

ନୂଆଦିଲ୍ଲୀ ୦୩/୦୬: ଚମ୍ପାବତ ଉପ ନିର୍ବାଚନରେ ଜିତିଲା ବିଜେପି । ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ଐତିହାସିକ ବିଜୟ। କଂଗ୍ରେସ ପ୍ରାର୍ଥୀ ନିର୍ମଳା ଗହତୋଡ଼ଙ୍କୁ ୫୪ ହଜାରରୁ ଉର୍ଦ୍ଧ୍ଵ ଭୋଟ୍‌ରେ ମାତ୍ ଦେଇ ଚମ୍ପାବତ୍ ଉପନିର୍ବାଚନରେ ଧାମୀ ବିଜୟ ଲାଭ କରିଛନ୍ତି । ବିପୁଳ ବିଜୟ ସହ ବହୁମତ ହାସଲ କରି ମୁଖ୍ୟମନ୍ତ୍ରୀ ଧାମୀ ଉପନିର୍ବାଚନ ଜିତିଛନ୍ତି। ଏହି ଖୁସିରେ ବିଜେପି କାର୍ଯ୍ୟକର୍ତ୍ତାମାନେ ଉତ୍ସବ ପାଳନ କରିବା ଆରମ୍ଭ କରିଦେଲେଣି। ତେବେ ଖଟିମାରୁ ନିର୍ବାଚନ ହାରିବା […]

ଅପରାଧ ରାଜ୍ୟ

ହାଇଦ୍ରାବାଦରେ ମର୍ସିଡିଜ୍‌ ଭିତରେ ନାବାଳିକା ସହ ଗଣଦୁଷ୍କର୍ମ; ପୁଲିସ ନଜରରେ ବିଧାୟକଙ୍କ ପୁଅ

ହାଇଦ୍ରାବାଦ: ହାଇଦ୍ରାବାଦରେ ଗୋଟାଏ ମର୍ସିଡିଜ୍‌ କାର୍‌ ଭିତରେ ଜଣେ ନାବାଳିକା ସହିତ ତନିଚାରିଜଣ ବ୍ୟକ୍ତି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଜଣେ ବିଧାୟକଙ୍କ ପୁଅ ସମ୍ପୃକ୍ତ ଥିବା କଥା ପୁଲିସସୂତ୍ରରୁ ପ୍ରକାଶ। କନ୍ତୁ, ଏହି ଅପକର୍ମରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତ ନାବାଳକ ବୋଲି ପୁଲିସ କହିଛି। ଜୁନ୍‌ ୧ ତାରିଖ ବୁଧବାର ଦିନ ଜୁବିଲି ହିଲ୍‌ସ୍‌ ଥାନାରେ ପଞ୍ଜିକୃତ ହୋଇଥିବା ଏହି ମାମଲାର ବାସ୍ତବ ତଥ୍ୟାବଳି ଯାଞ୍ଚ କରିବା ଲାଗି ପୁଲିସ ତଦନ୍ତ ଆରମ୍ଭ […]

ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ବାହାରିଲେ ୮ ଜଣ କୋଭିଡ ପଜିଟିଭ୍

ଭୁବନେଶ୍ଵର ୦୩।୦୬ : ରାଜ୍ୟରେ ତଳକୁ ଖସିଲା କରୋନା ଗ୍ରାଫ୍। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୩ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୮୪୭୩ ଜଣକୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟରେ ସ୍ୱାଇନ ଫ୍ଲୁ, ଭୁବନେଶ୍ୱର ୟୁନିଟ-୪ ଅଞ୍ଚଳର ଦୁଇ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର ୦୩/୦୬: କରୋନା, ଟମାଟୋ ଫ୍ଲୁ ଡର ମଧ୍ୟରେ ରାଜ୍ୟରେ ଦେଖାଦେଇଛି ସ୍ୱାଇନ ଫ୍ଲୁ ଆତଙ୍କ । ଯଦିଓ ଏହି ରୋଗ ପୂର୍ବରୁ ଚିହ୍ନଟ ହୋଇଥିଲା । ଏବେ ପୁଣିଥରେ ରାଜ୍ୟରେ ଚିହ୍ନଟ ହଇଛନ୍ତି ସ୍ୱାଇନ ଫ୍ଲୁ ରୋଗୀ । ଏବେ ରାଜଧାନୀ ଭୁବନେଶ୍ୱରେ SWINE ଫ୍ଲ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱର ୟୁନିଟ ୪ ଅଂଚଳର ଏକ ଘରୋଇ ମେଡ଼ିକାଲରେ ଦୁଇ ଆକ୍ରାନ୍ତ ଚିକିତ୍ସାଧୀନ ଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । […]

ଅପରାଧ ରାଜ୍ୟ

ରେକର୍ଡ କଲା ଲମତାପୁଟ ପୋଲିସ, ଲୁଣ ବୋଝେଇ ଟ୍ରକରୁ ଜବତ କଲା ୫ ଟନରୁ ଅଧିକ ଗଞ୍ଜେଇ

ଲମତାପୁଟ ୦୩/୦୬: ଗଞ୍ଜେଇ ଚୋରା ଚାଲାଣ ରୋକିବାରେ ଓଡିଶାରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି ଲମତାପୁଟ ପଲିସ । ୫ ଟନ ଗଞ୍ଜେଇ ବୋଝେଇ ୧୪ ଚକିଆ ଟ୍ରକ ସହ ୩ ଜଣ ଗଞ୍ଜେଇ ମାଫିଆକୁ ଗିରଫ କରିଛି ଲମତାପୁଟ ପୋଲିସ । ଅଭିନବ ଉପାୟରେ ଲୁଣ ବୋଝେଇ ଟ୍ରକରେ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡି ବସିଲା ଲମତାପୁଟ ପୋଲିସ । ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଏସପିଙ୍କ ନିର୍ଦେଶ କ୍ରମେ ନନ୍ଦପୁର ଏସ.ଡ଼ି.ପିଓ.ଙ୍କ […]

ଦେଶ ବିଦେଶ ମନୋରଞ୍ଜନ

ୟୁପି ପରେ ମଧ୍ୟପ୍ରଦେଶ ସରକାରଙ୍କ ବଡ ଘୋଷଣା, ଫିଲ୍ମ ‘ସମ୍ରାଟ୍‌ ପୃଥ୍ବୀରାଜ୍‌’କୁ ଟ୍ୟାକ୍ସ ଫ୍ରି ଘୋଷଣା କଲେ ଶିବରାଜ ଚୌହାନ

ମୁମ୍ବାଇ ୦୩।୦୬ : ବହୁ ପ୍ରତୀକ୍ଷିତ ଫିଲ୍ମ ‘ସମ୍ରାଟ ପୃଥ୍ବୀରାଜ୍‌’ ଶୁକ୍ରବାର ଅର୍ଥାତ୍ ଆଜି ରିଲିଜ୍ ହେଉଛି। ଏହାକୁ ନେଇ ଦର୍ଶକ ଖୁବ୍‌ ଉତ୍ସାହିତ ଅଛନ୍ତି। ଏହାରି ମଧ୍ୟରେ ଏକ ଖବର ସାମ୍ନାକୁ ଆସିଛି । ୟୁପି ପରେ ଆଜି ମଧ୍ୟପ୍ରଦେଶରେ ମଧ୍ୟ ଫିଲ୍ମକୁ ଟ୍ୟାକ୍ସ ଫ୍ରି ଘୋଷଣା କରିଛନ୍ତି। ରିଲିଜ୍ ହେବା ପୂର୍ବରୁ ଅକ୍ଷୟ ପ୍ରଶଂସକଙ୍କ ପାଇଁ ଏକ ସ୍ୱତନ୍ତ୍ର ବାର୍ତ୍ତା ସେୟାର କରିଛନ୍ତି। ସେ କହିଛନ୍ତି ଯେ ଫିଲ୍ମ ମାଧ୍ୟମରେ ଆପଣ ସେହି ଲୋକମାନଙ୍କ […]