ରାଜ୍ୟ ରାଶିଫଳ

ଆଜିର ରାଶିଫଳ

ମେଷ ବ୍ୟବସାୟୀମାନେ ସେମାନଙ୍କର ବ୍ୟବସାୟ ପ୍ରଗତିରେ ବାଧାବିଘ୍ନର ସମ୍ମୁଖୀନ ହୋଇପାରନ୍ତି | କଠିନ ପରିଶ୍ରମ ସହିତ, ଆପଣ କିଛି ଆଶ୍ଚର୍ଯ୍ୟଜନକ ସଫଳତା ହାସଲ କରିପାରିବେ | ଆପଣ ନିଜ କାର୍ଯ୍ୟରେ ଜଣେ ବନ୍ଧୁଙ୍କ ସାହାଯ୍ୟ ନେଇପାରିବେ | ପରିବାରରେ କିଛି ଭଲ ଖବର ଆସିପାରେ | ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ଆପଣଙ୍କର ସମୟ ଏବଂ ଶକ୍ତି ରଖନ୍ତୁ, କିନ୍ତୁ ଆପଣଙ୍କ ସହ କୌଣସି ସମ୍ପର୍କ ନଥିବା ବିଷୟଗୁଡ଼ିକରେ ଜଡିତ ହୁଅନ୍ତୁ ନାହିଁ | ବୃଷ ଆଜି […]

ଅପରାଧ ଦେଶ ବିଦେଶ

ଦ୍ରୁତ ଗତିରେ ଆସି ଟ୍ରକ୍‌ ସହ ଧକ୍କା ହେଲା କାର୍‌, ଚାଲିଗଲା ୩ ଶିଶୁଙ୍କ ସମେତ ୫ ଜୀବନ

ସଙ୍ଗଲି, ୦୫/୦୬: ଦ୍ରୁତ ଗତିରେ ଆସି ଟ୍ରକ୍‌କୁ ଧକ୍କା ଦେଇଛି କାର୍ । ଫଳରେ ଘଟଣା ସ୍ଥଳରେ ୩ ଜଣ ଶିଶୁଙ୍କ ସହ ଜଣେ ମହିଳା ଏବଂ ଜଣେ ପୁରୁଷଙ୍କର ମୃତ୍ୟୁ ହୋଇଛି । ମୃତକ ମାନେ ଗୋଟିଏ ପରିବାରର ହୋଇଥିବା ଜଣାପଡ଼ିଛି । ଏପରି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ମହାରାଷ୍ଟ୍ର ସଙ୍ଗଲି ଜିଲ୍ଲାର ପୁନେ-ବେଙ୍ଗାଲୁରୁ ରାଜପଥରେ ଘଟିଛି । ଏହି ଦୁର୍ଘଟଣା ଶନିବାର ଉପରବେଳା ଘଟିଛି । ସଙ୍ଗଲିର କେସଗାଁଓ ନିକଟସ୍ଥ ୟେୱାଲୱାଡି ଫାଟ […]

ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ବାଂଲାଦେଶ କଣ୍ଟେନର ଡିପୋରେ ଭୟଙ୍କର ନିଆଁ : ୩୩ ମୃତ, ୪୫୦ ଆହତ

ନୂଆଦିଲ୍ଲୀ ୦୫/୦୬: ବାଂଲାଦେଶରେ ଶନିବାର ବିଳମ୍ବିତ ରାତ୍ରରେ ଏକ ବଡ ଅଘଟଣ ଘଟିଛି । ଏଠାକାର ସୀତାକୁଣ୍ଡା ଉପଜିଲ୍ଲାରେ ଥିବା ଏକ ଡିପୋରେ ନିଆଁ ଲାଗି ବିସ୍ଫୋରଣ ହୋଇଛି । ଯେଉଁଥିରେ ୩୩ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି । ଏହାସହ ୪୫୦ରୁ ଅଧିକ ଆହତ ହୋଇଛନ୍ତି । ଚିଟାଗଙ୍ଗ ମେଡିକାଲ କଲେଜ ଓ ହସ୍ପିଟାଲ ପୋଲିସ ଥାନା ଅଧିକାରୀ ଅଲାଉଦ୍ଦୀନ ତାଲୁକଦାର କହିଛନ୍ତି ଯେ, ସକାଳ ୧୦ଟା ୩୦ ସୁଦ୍ଧା ୩୩ ଜଣ ପ୍ରାଣ ହରାଇଛନ୍ତି […]

ଅପରାଧ ରାଜ୍ୟ

ସାଇବର ପୋଲିସ ପଞ୍ଝାରେ ସାଇବର ଠକ, ଚାକିରି ଦେବାକୁ ଠକିଥିଲେ ଲକ୍ଷାଧିକ ଟଙ୍କା

ଭୁବନେଶ୍ୱର ୦୫।୦୬: ସାଇବର ଥାନା ପୋଲିସ ହାତରେ ସାଇବର ଠକ । ଚାକିରି ଦେବା ଆଳରେ ଠକିଥିଲା ଲକ୍ଷାଧିକ ଟଙ୍କା । ଗିରଫ ସାଇବର ଠକଙ୍କ ନାମ ଦିଲ୍ଲୀପ ବେହେରା ବୋଲି ଜଣାପଡ଼ିଛି । ଖବର ଅନୁଯାୟୀ, ନାଲକୋ, ଏନଟିପିସି, ଲାନକୋ, ସିମ୍ପ୍ଲେକ୍ସ ଭଳି ବଡ଼ ବଡ଼ କମ୍ପାନୀ ରେ ଚାକିରୀ ଦେବା ନାଁରେ ଠକେଇ କରିଥିଲା। ବିଭିନ୍ନ ଖବରକାଗଜ ମାଧ୍ୟମରେ ଆଡ୍ ଦେବା ସହ ଅନଲାଇନ ପେମେଂଟ ନେଇଥିଲା ଠକ ଦିଲ୍ଲୀପ ବେହେରା। ମଞ୍ଚେଶ୍ୱର ଥାନା […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

କନ୍ଧମାଳ ଜିଲ୍ଲା ରେ ୭୩ଟି ରୂପାନ୍ତରିକରଣ ହାଇସ୍କୁଲ ଉଦ୍ଘାଟିତ ହୋଇଥିଲା

କନ୍ଧମାଳ ଜିଲ୍ଲା ରେ ଦିତୀୟ ପଯ୍ୟୋୟରେ ହାତକୁ ନିଆଯାଇଥିବା ୭୩ ଟି ରୂପାନ୍ତରିକରଣ ହାଇ ସ୍କୁଲ କୁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭରଚୂଆଲ ମୋଡ଼ ରେ ଉଦ୍ ଘାଟନ କରିଥିଲେ । ଚକାପାଦ ବ୍ଲକ ରେ ସରକାରୀ ହାଇସ୍କୁଲ ଶଙ୍କରାଖୋଲ ଠାରେ ଜିଲ୍ଲା ସ୍ତରୀୟ ଉଦ୍ ଘାଟନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଆୟୋଜିତ ଉଦଘାଟନ କାର୍ଯ୍ୟକ୍ରମ ରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବାଲିଗୁଡା ବିଧାୟକ ଚକ୍ର ମଣି କହଁର, ଦାରିଙ୍ଗବାଡି ବିଧାୟକ […]

ଅପରାଧ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ମାଁ ହେଲେ କଇଲାରୀ କସ୍ତୁରିବା ଗାନ୍ଧୀ ବାଳିକା ବିଦ୍ୟାଳୟର ନବମଶ୍ରେଣୀର ଛାତ୍ରୀ

ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ବ୍ଲକ କଇଲାରୀ କସ୍ତୁରିବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ହଷ୍ଟେଲରେ ରହି ପାଠ ପଡୁଥିବା ଜଣେ ନାବାଳିକା ହେଲେ ମାଁ ।ସୂଚନାଯୋଗ୍ୟ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ବାଇଗାଁ ଗ୍ରାମରେ କିଛିଦିନ ପୂର୍ବେ ସରକାରୀ ଆଶ୍ରମ ସ୍କୁଲ ପାଶ୍ରରେ ଜଣେ ନିଜ ନବଜାତ ଶିଶୁପୁତ୍ରକୁ ଲଟାବୁଦା ଥିବା ନିର୍ଜନ ସ୍ଥାନରେ ଛାଡ଼ି ଚାଲିଯାଇଥିଲା । ସ୍କୁଲ ପାର୍ଶ୍ୱରେ ଥିବା ଲଟାବୁଦା ମଧ୍ୟରୁ ଶିଶୁଟିର କାନ୍ଦିବା ଶୁଣି ବାଇଗାଁର ଜଣେ ମହିଳା ଚମ୍ପା ତନ୍ତି […]

ଅପରାଧ ରାଜ୍ୟ

ରାଜଧାନୀରୁ ୫ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ୩ ଅଭିଯୁକ୍ତ ଗିରଫ

ଭୁବନେଶ୍ବର ୪।୬: ରାଜଧାନୀରୁ ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ ହୋଇଛି । ୫ କୋଟି ଟଙ୍କାର ବ୍ରାଉନ ସୁଗାର ଜବତ କରିଛି ଏସଟିଏଫ ଟିମ୍ । ବ୍ରାଉନସୁଗାର ଜବତ ସହ ୩ ଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରାଯାଇଛି । ସୂଚନାଯୋଗ୍ୟ ଯେ, ଭୁବନେଶ୍ବରରେ ବ୍ରାଉନସୁଗାର କାରବାର ନେଇ ସୂଚନା ମିଳିବା ପରେ ଏସଟିଏଫ୍ ଟିମ୍ ଛାନଭିନ୍ ଆରମ୍ଭ କରିଥିଲା । ବିଭିନ୍ନ ସ୍ଥାନରେ ଚଢାଉ ବେଳେ ୫କୋଟି ଟଙ୍କାର ବ୍ରାଉନସୁଗାର ଏସଟିଏଫ୍ ଟିମ୍ ହାତରେ […]

ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଏହି ପର୍‌ଫ୍ୟୁମ ବିଜ୍ଞାପନ ଗଣଦୁଷ୍କର୍ମକୁ ପ୍ରୋତ୍ସାହିତ ଦେଉଛି; କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ରକୁ ଦିଲ୍ଲୀ ମହିଳା କମିଶନଙ୍କ ଚିଠି

ନୂଆଦିଲ୍ଲୀ: ପର୍‌ଫ୍ୟୁମ ବିଜ୍ଞାପନକୁ ବିରୋଧ କରି କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଲା ଦିଲ୍ଲୀ ମହିଳା କମିସନ। ‘ଶଟ୍’ ପର୍‌ଫ୍ୟୁମ୍‌ର ବିଜ୍ଞାପନ ଗଣଦୁଷ୍କର୍ମକୁ ପ୍ରୋତ୍ସାହିତ କରୁଛି ବୋଲି କମିଶନ ଅଭିଯୋଗ କରିଛନ୍ତି। ତେଣୁ କମ୍ପାନୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଚିଠି ଲେଖିଛନ୍ତି ଦିଲ୍ଲୀ ମହିଳା କମିସନ ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ। ନିଜ ଆଡ଼ୁ ଘଟଣାକୁ ଗୁରୁତର ସହ ନେଇ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ସରକାରଙ୍କୁ କହିଛନ୍ତି […]

ଅପରାଧ ରାଜ୍ୟ

କଳାମାଟି ନିକଟରେ ଟ୍ରକ ଧକ୍କା ରେ ଚାରି ଗୋରୁ ମୃତ, ଦୁଇ ଆହତ

ଦେବଗଡ ୦୪/୦୬: ଶୁକ୍ରବାର ରାତି ସମୟରେ ଦେବଗଡ ଆଦର୍ଶ ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର କଳାମାଟି ନିକଟରେ ଟ୍ରକ ଧକ୍କାରେ ଚାରି ଗୋରୁର ମୃତ୍ୟୁ ଘଟିଥିବା ବେଳେ ଦୁଇଟି ଆହତ ହୋଇଛନ୍ତି । \ ରାତିରେ ସ୍ଥାନୀୟ ବ୍ରଜମୋହନପୁର ଗ୍ରାମରୁ ଗୋରୁ ବେପାରୀ ମାନେ ଶହେରୁ ଅଧିକ ଗୋରୁ ନେଇ ୪୯ ନମ୍ବର ଜାତୀୟ ରାଜପଥରେ ଯାଉଥିବା ସମୟରେ ଅପର ପାର୍ଶ୍ୱରୁ ଆସୁଥିବା ଏକ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ […]

ଅପରାଧ ରାଜ୍ୟ

ଚାନ୍ଦିପୁର ରୋଡ଼ରେ ଯୁବକଙ୍କୁ ନିର୍ମମ ହତ୍ୟା, ବେକ-ପିଠି-ହାତକୁ ହାଣି ପକାଇଲେ ଦୁର୍ବୃତ୍ତ

ବାଲେଶ୍ୱର ୦୪।୦୬: ପୁଣି ଅଶାନ୍ତ ବାଲେଶ୍ୱର । ଯୁବକଙ୍କୁ ଅତି ନିର୍ମମ ଭାବରେ ହତ୍ୟା । ବେକ, ହାତ, ପିଠିକୁ ହାଣି ପକାଇଲେ ଦୁର୍ବୃତ୍ତ । ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଥାନା ଚାନ୍ଦିପୁର ରୋଡ଼ ରେ ଘଟିଛି ବିଭତ୍ସ ହତ୍ୟା । ଖବର ଅନୁଯାୟୀ, ଏକାଧିକ ଦୁର୍ବୃତ୍ତ ସ୍ଥାନୀୟ ସୁନହଟ ଅଞ୍ଚଳର ସତ୍ୟ ଶିବ ଦାସ ନାମକ ବ୍ୟକ୍ତିଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଛନ୍ତି । ସତ୍ୟଶିଵ ନିଜର ଚାନ୍ଦିପୁର ମାଛ ଫାର୍ମ ରୁ ଫେରୁଥିବା […]