ଅପରାଧ ଦେଶ ବିଦେଶ

କାନପୁର ହିଂସାକାଣ୍ଡ : ପୋଷ୍ଟର ଲାଗିବା ପରେ ଆତ୍ମସମର୍ପଣ କଲା ନାବାଳକ

ନୂଆଦିଲ୍ଲୀ, ୦୭/୦୬: କାନପୁର ହିଂସାକାଣ୍ଡକୁ ୫ ଦିନ ବିତିଲାଣି । ତେବେ ଅଭିଯୁକ୍ତଙ୍କୁ ଧରିବା ପାଇଁ ଉତ୍ତର ପ୍ରଦେଶ ପୋଲିସ ବଡ ପଦକ୍ଷେପ ନେଇଛି। ସୋମବାର ହିଂସାରେ ସାମିଲ ୪୦ ଜଣ ଅଭିଯୁକ୍ତଙ୍କ ପୋଷ୍ଟର ଜାରି କରିଥିଲା କାନପୁର ପୋଲିସ । ଘଟଣା ସମୟର ସିସିଟିଭି ଏବଂ ଭିଡିଓ ଫୁଟେଜକୁ ଆଧାର କରି ସନ୍ଦିଗ୍ଧମାନଙ୍କ ଫଟୋ ଜାରି କରାଯାଇଥିଲା । ଏହାସହ ଅଭିଯୁକ୍ତଙ୍କୁ ଖୋଜିବାରେ ସାହାଯ୍ୟ କରିବା ପାଇଁ ଲୋକଙ୍କୁ ଅପିଲ କରାଯାଇଥିଲା । ତେବେ ପୋଷ୍ଟର […]

ଅପରାଧ ରାଜ୍ୟ

କାନପୁର ହିଂସାକାଣ୍ଡ : ପୋଷ୍ଟର ଲାଗିବା ପରେ ଆତ୍ମସମର୍ପଣ କଲା ନାବାଳକ

ନୂଆଦିଲ୍ଲୀ, ୦୭/୦୬: କାନପୁର ହିଂସାକାଣ୍ଡକୁ ୫ ଦିନ ବିତିଲାଣି । ତେବେ ଅଭିଯୁକ୍ତଙ୍କୁ ଧରିବା ପାଇଁ ଉତ୍ତର ପ୍ରଦେଶ ପୋଲିସ ବଡ ପଦକ୍ଷେପ ନେଇଛି। ସୋମବାର ହିଂସାରେ ସାମିଲ ୪୦ ଜଣ ଅଭିଯୁକ୍ତଙ୍କ ପୋଷ୍ଟର ଜାରି କରିଥିଲା କାନପୁର ପୋଲିସ । ଘଟଣା ସମୟର ସିସିଟିଭି ଏବଂ ଭିଡିଓ ଫୁଟେଜକୁ ଆଧାର କରି ସନ୍ଦିଗ୍ଧମାନଙ୍କ ଫଟୋ ଜାରି କରାଯାଇଥିଲା । ଏହାସହ ଅଭିଯୁକ୍ତଙ୍କୁ ଖୋଜିବାରେ ସାହାଯ୍ୟ କରିବା ପାଇଁ ଲୋକଙ୍କୁ ଅପିଲ କରାଯାଇଥିଲା । ତେବେ ପୋଷ୍ଟର […]

ଅପରାଧ ରାଜ୍ୟ

ଜିଲ୍ଲାପାଳଙ୍କୁ ଭେଟିବା ପାଇଁ ଗେଟ୍ ଡେଇଁଲେ, ପୋଲିସ ସହ ମହିଳା ଧସ୍ତାଧସ୍ତି

ଭଦ୍ରକ ୭।୬: ନିଜ ଦାବି ପୂରଣ ପାଇଁ ଗେଟ୍ ଡେଇଁଲେ, ପୋଲିସ ସହ ଧସ୍ତାଧସ୍ତି ହେଲେ । ଶେଷରେ ପୋଲିସ ବୁଝାଇବାରୁ ଗେଟ୍ ବାହାରକୁ ଗଲେ ମହିଳା । ଏଭଳି ଦୃଶ୍ୟ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦେଖିବାକୁ ମିଳିଛି । ଭଦ୍ରକ ଜିଲ୍ଲାର ସାଳନ୍ଦୀ ସହର ସ୍ତରୀୟ ମହାସଂଘ (CLF) ପକ୍ଷରୁ ୧୦ଦଫା ଦାବି ନେଇ ସହରରେ ଶୋଭାଯାତ୍ର ସହ ଜିଲ୍ଲାପାଳଙ୍କ ଅଫିସ ଘେରାଉ କାର୍ଯ୍ୟକ୍ରମ ଥିଲା । ପ୍ରତିବାଦ ବେଳେ ମହିଳାମାନେ ଜିଲ୍ଲାପାଳଙ୍କୁ ଭେଟିବା […]

ଦେଶ ବିଦେଶ ମନୋରଞ୍ଜନ

IIFA-2022 : ପାକିସ୍ତାନୀ ସିଙ୍ଗରଙ୍କୁ ପ୍ରଶଂସା କଲେ ନେହା କକ୍କର, କହିଲେ-ତାଙ୍କ ଭଳି ପ୍ରତିଭା କାହାର ନାହିଁ

ମୁମ୍ବାଇ ୦୭।୦୬ : ନିକଟରେ ବଲିଉଡ ସେଲିବ୍ରିଟି IIFA ଆୱାର୍ଡ ପାଇଁ ଆବୁଧାବିକୁ ଯାଇଥିଲେ । ଯାହାର ଫଟୋ ସୋସିଆଲ୍ ମିଡିଆରେ ଦେଖିବାକୁ ମିଳିଥିଲା। ସଲମାନ ଖାନ ଠାରୁ ସାରା ଅଲି ଖାନ ପର୍ଯ୍ୟନ୍ତ ସମସ୍ତ ତାରକା ଏହି ଆୱାର୍ଡ ଶୋ’ରେ ଯୋଗ ଦେଇଥିଲେ । ବର୍ତ୍ତମାନ ଇଭେଣ୍ଟ ଶେଷ ହୋଇଛି। ତାହାର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଷ୍ଟାରମାନେ ସାକ୍ଷାତକାରରେ ପ୍ରଶଂସକଙ୍କୁ ପ୍ରେମ ବର୍ଷାଉଥିବାର ଦେଖିବାକୁ ମିଳିଛି। ଏହି ସମୟ ମଧ୍ୟରେ, କିଛି ତାରକା […]

ଦେଶ ବିଦେଶ ମନୋରଞ୍ଜନ ସ୍ପେଶାଲ ରିପୋର୍ଟ

ସୋନାକ୍ଷୀଙ୍କ ସହ ସମ୍ପର୍କକୁ ନେଇ ଗ୍ରୀନ ସିଗ୍‌ନାଲ ଦେଲେ ଜହିର ଇକବାଲ୍‌ ! ଭିଡିଓରେ ଲେଖିଲେ- ଆଇ ଲଭ୍‌ ୟୁ ସୋନା

ମ୍ବାଇ ୦୭।୦୬ : ବଲିଉଡ୍‌ର ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା । ସୋନା ସୋସିଆଲ୍‌ ମିଡିଆ ଖୁବ୍‌ କମ୍‌ ଆକ୍ଟିଭ୍‌ ରୁହନ୍ତି । ନିକଟରେ ବିବାହ ଋତୁ ଚାଲିଥିବା ବେଳେ ତାଙ୍କ ନାମ ଚର୍ଚ୍ଚାକୁ ଆସିଥିଲା । କୁହାଯାଉଥିଲା କି ସେ ଖୁବ୍‌ ଶୀଘ୍ର ବିବାହ କରି ପାରନ୍ତି । କିନ୍ତୁ ଏବେ ତାଙ୍କ ପ୍ରେମ ଜୀବନ ବିଷୟରେ ଖୁବ୍‌ ଆଲୋଚନା ଚାଲିଛି। ଗତ କିଛି ଦିନ ହେବ ଅଭିନେତା ଜହିର ଇକବାଲଙ୍କ ସହ ଯୋଡା ଯାଉଛି। […]

ଦେଶ ବିଦେଶ ମନୋରଞ୍ଜନ

ଏବେ ହସରେ ଲାଗିବ ବ୍ରେକ୍‌, ବନ୍ଦ ହେବାକୁ ଯାଉଛି ‘ଦ କପିଲ୍‌ ଶର୍ମା’ ଶୋ

ମୁମ୍ବାଇ ୦୭।୦୬ : ସୋନି ଟିଭିରେ ପ୍ରସାରିତ ହେଉଥିବା କମେଡି ଶୋ ‘ଦି କପିଲ ଶର୍ମା ଖୁବ୍‌ ଲୋକପ୍ରିୟ । ବର୍ତ୍ତମାନ ଏହି ଶୋ’କୁ ନେଇ ବଡ ଖବର ସାମ୍ନାକୁ ଆସିଛି । ଯାହାକୁ ଶୁଣିଲା ପରେ ଫ୍ୟାନ୍ସଙ୍କୁ ଶକ୍ତ ଝଟକା ଲାଗିପାରେ। ବର୍ତ୍ତମାନ ଏହି ଶୋ ବନ୍ଦ ହେବାକୁ ଯାଉଛି । ହଁ, କିନ୍ତୁ ବ୍ୟସ୍ତ ହୁଅନ୍ତୁ ନାହିଁ, ଏହା କିଛି ସମୟ ପାଇଁ ବନ୍ଦ ହେବାକୁ ଯାଉଛି । ମିଡିଆ ରିପୋର୍ଟ ଅନୁଯାୟୀ ଦୀର୍ଘ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଦେଶରେ ଉପର ତଳ କରୋନା ଗ୍ରାଫ୍, ୨୪ ଘଣ୍ଟାରେ ବାହାରିଲେ ୩୭୧୪ କରୋନା ପଜିଟିଭ୍

ନୂଆଦିଲ୍ଲୀ, ୦୭/୦୬: ଉପର ତଳ କରୋନା ଗ୍ରାଫ୍। ଦେଶରେ ପୁଣି ବଢିଛି ସଂକ୍ରମଣ। ଏବେ କରୋନା ସଂକ୍ରମଣ ବଢିବା ଆରମ୍ଭ କରିଛି । ମୃତ୍ୟୁସଂଖ୍ୟାରେ ବି ଲାଗୁନି ବ୍ରେକ୍ । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ପରେ ୩ ହଜାର ତଳକୁ ଖସିବା ପରେ ପୁଣି ବଢିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୭୦୦ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ସ୍ୱାସ୍ଥ୍ୟ […]

ଅପରାଧ ରାଜ୍ୟ

ଖୋର୍ଦ୍ଧା ଅଞ୍ଚଳରେ ଆଦର୍ଶ ଥାନା ପୋଲିସର ଚଢାଉ, ୧୦୦ ଗ୍ରାମ ବ୍ରାଉନସୁଗାର ଜବତ, ୨ ଗିରଫ

ଖୋର୍ଦ୍ଧା, ୦୬/୦୬: ଆଦର୍ଶ ଥାନା ପୋଲିସ ଖୋର୍ଦ୍ଧା ଅଞ୍ଚଳରେ ଚଢାଉ କରିଛି । ୧୦୦ ଗ୍ରାମ ବ୍ରାଉନସୁଗାର, ନଗଦ ୧ ଲକ୍ଷ ୬ ହଜାର ୨୨୦ ଟଙ୍କା ସହ ଗୋଟିଏ ପଲସର୍ ବାଇକ ଜବତ କରିଛି ପୋଲିସ୍‌ । ଏଥିରେ ଜଡ଼ିତ ୨ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ବ୍ରାଉନସୁଗାର ବେପାରୀ ଖୋର୍ଦ୍ଧା ଫରେଷ୍ଟ କଲୋନୀର ଦେବବ୍ରତ ମିଶ୍ର ଏବଂ ଗୁରୁଜଙ୍ଗ ଦେୱାନସାହିର ଅମରେଶ ବେହେରା ।

ଅପରାଧ ଖେଳ ଦେଶ ବିଦେଶ

ଦ୍ୱିତୀୟ ଟେଷ୍ଟ୍ ପୂର୍ବରୁ ନ୍ୟୁଜିଲାଣ୍ଡ ଟିମକୁ ଧକ୍କା : ବାଦ୍ ପଡିଲେ ଷ୍ଟାର୍ ଅଲରାଉଣ୍ଡର୍

ନୂଆଦିଲ୍ଲୀ, ୦୭/୦୬: ନ୍ୟୁଜିଲାଣ୍ଡ କ୍ରିକେଟ୍ ଟିମକୁ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ୍ ପୂର୍ବରୁ ବଡ ଝଟକା ଲାଗିଛି । କିଓ୍ୱି ଟିମର ଅଲରାଉଣ୍ଡର କୋଲିନ୍ ଡି ଗ୍ରାଣ୍ଡହୋମ୍ ଆହତ ହୋଇ ସିରିଜକୁ ବାଦ୍ ପଡିଛନ୍ତି । ଏନେଇ ନ୍ୟୁଜିଲାଣ୍ଡ କ୍ରିକେଟ୍ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ୩୫ ବର୍ଷୀୟ ଗ୍ରାଣ୍ଡହୋମ୍ ସିରିଜର ପ୍ରଥମ ଟେଷ୍ଟର ଦ୍ୱିତୀୟ ପାଳିରେ ସେ ମାତ୍ର ୩.୫ ଓଭର ବୋଲିଂ କରିପାରିଥିଲେ । ମ୍ୟାଚ ପରେ ତାଙ୍କର ଗୋଇଠିକୁ ସ୍କାନ୍ କରାଯାଇଥିଲା […]

ଖେଳ ଦେଶ ବିଦେଶ

ଆଇପିଏଲ ଷ୍ଟାର୍ ରଣଜୀରେ ଫେଲ୍, କ୍ୱାର୍ଟର ଫାଇନାଲରେ ବିଫଳ ହେଲେ ପୃଥ୍ୱୀ-ମୟଙ୍କ-ଶୁଭମନ୍

ନୂଆଦିଲ୍ଲୀ, ୦୭/୦୬: ସରିଛି ଆଇପିଏଲ ୨୦୨୨ । ଭାରତୀୟ ଦଳ ଏବେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ୍ ପାଇଁ ପ୍ରସ୍ତୁତ ହେଉଛି । ଏହାମଧ୍ୟରେ ରଣଜୀ କ୍ୱାର୍ଟର ଫାଇନାଲ ମୁକାବିଲା ଖେଳାଯାଉଛି । ଆଇପିଏଲରେ ଦମଦାର ପ୍ରଦର୍ଶନ କରିଥିବା ଅନେକ ଷ୍ଟାର ବ୍ୟାଟର ରଣଜୀ ଖେଳୁଛନ୍ତି । ତେବେ ଅନେକ ବ୍ୟାଟର ଫେଲ୍ ମାରୁଥିବା ଦେଖିବାକୁ ମିଳିଛି । ପୃଥ୍ୱୀ ଶ, ମୟଙ୍କ ଅଗ୍ରଓ୍ୱାଲ, ଶୁଭମନ ଗିଲଙ୍କ ସମେତ ଅନେକ ବ୍ୟାଟର ରଣଜୀ କ୍ୱାର୍ଟର ଫାଇନାଲରେ […]