ଦେଶ ବିଦେଶ ମନୋରଞ୍ଜନ

ଜହିର ଇକବାଲଙ୍କ ସହ ବିବାହ ଖବର ଉପରେ ମୁହଁ ଖୋଲିଲେ ସୋନାକ୍ଷୀ, ତାଙ୍କ କହିବା ଷ୍ଟାଇଲରେ ଫ୍ୟାନ୍ସ ତାଜୁବ୍

ମୁମ୍ବାଇ ୦୯।୦୬ : ଜହିର ଇକବାଲଙ୍କ ସହ ସୋନାକ୍ଷୀଙ୍କ ବିବାହ ଖବରକୁ ନେଇ ବର୍ତ୍ତମାନ ସବୁଆଡେ ଚର୍ଚ୍ଚା । ଏହି ସମ୍ପର୍କ ପାଇଁ ଦବଙ୍ଗ ଗର୍ଲ ପୁଣିଥରେ ଆଲୋଚନାର ବିଷୟ ପାଲଟିଛି। ନିକଟରେ ଜହିର ଇକବାଲ ସୋନାକ୍ଷୀଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଥିଲେ ଏବଂ ତାଙ୍କୁ କହିଥିଲେ ଆଇ ଲଭ ୟୁ , ଯାହା ପରେ ସେମାନଙ୍କ ବିବାହର ଖବର ଜୋର ଧରିଛି । ହେଲେ ଏହି ସବୁକୁ ନେଇ ସୋନାକ୍ଷ ଏକ ସ୍ୱତନ୍ତ୍ର ପୋଷ୍ଟ ସେୟାର […]

ଦେଶ ବିଦେଶ ମନୋରଞ୍ଜନ

ଶମିତା ଶେଟ୍ଟୀ-ରାକେଶ ବାପତଙ୍କ ହେଲା ବ୍ରେକ୍‌ଅପ୍‌, ଜାଣନ୍ତୁ କାହିଁକି

ନୂଆଦିଲ୍ଳୀ ୦୯।୦୬ : ବିଗ୍‌ବସ୍‌ ଓଟିଟିର ପପୁଲାର ଯୋଡି ଶମିତା ଶେଟ୍ଟୀ -ରାକେଶ ବାପତ । ଦୁହିଁଙ୍କର ଫ୍ୟାନ୍ସ ଫଲୋର୍ସ ଖୁବ୍‌ ଅଧିକ । ଉଭୟଙ୍କ ସମ୍ପର୍କ ବିଗ୍‌ବସ୍‌ ଓଟିଟିରୁ ଆରମ୍ଭ ହୋଇଥିଲା । ଧିରେ ଧିରେ ସେମାନଙ୍କ ଫଟୋ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଲା । କିନ୍ତୁ ବର୍ତ୍ତମାନ ଖବର ଆସିଛି ଯେ ଉଭୟଙ୍କ ମଧ୍ୟରେ ଥିବା ସମ୍ପର୍କ ଭାଙ୍ଗି ଯାଇଛି। ଏହି ଖବର ସାମ୍ନାକୁ ଆସିବା ପରେ ଶମିତା ଏବଂ ରାକେଶଙ୍କ […]

ଖେଳ ରାଜ୍ୟ ସ୍ପେଶାଲ ରିପୋର୍ଟ

ବାରବାଟୀ ଦେଖିଛି ଟିମ୍ ଇଣ୍ଡିଆର ୧୦ ଅଧିନାୟକ, ଋଷଭ ପନ୍ତଙ୍କ ସ୍ୱାଗତ ଅପେକ୍ଷାରେ ଐତିହାସିକ ଷ୍ଟାଡିୟମ

କଟକ,୦୯/୦୬: ବାରବାଟୀ ଷ୍ଟାଡିୟମ୍‌ ଇତିହାସରେ ଭାରତୀୟ ଦଳର ଅନେକ ଅଧିନାୟକଙ୍କୁ ଦେଖିଛନ୍ତି କ୍ରିକେଟପ୍ରେମୀ । ୪୦ ବର୍ଷରେ ବାରବାଟୀ ଦେଖିଛି ୧୦ଜଣ ଭାରତୀୟ ଅଧିନାୟକଙ୍କୁ । ଏଥର ବି ସଂଯୋଗ କିଛି ସେହିଭଳି । ଭାରତୀୟ ଦଳର ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଯୁବତାରକା ଋଷଭ ପନ୍ତ ‘ମେନ୍‌ ଇନ୍‌ ବ୍ଲୁ’ ର ନେତୃତ୍ୱ ନେବେ । ଆହତ ଜନିତ ସମସ୍ୟା ଯୋଗୁଁ କେ.ଏଲ୍‌.ରାହୁଲ ଦକ୍ଷିଣଆଫ୍ରିକା ବିପକ୍ଷ ଟି-ଟ୍ୱେଣ୍ଟି ଶୃଙ୍ଖଳାରୁ ଓହରିଯାଇଥିବା ପରେ ପନ୍ତଙ୍କୁ ଅଧିନାୟକ […]

ମନୋରଞ୍ଜନ

KKଙ୍କୁ ମନେ ପକାଇଲେ ଗୁଲଜାର, କହିଲେ-‘ବୋଧ ହୁଏ ଅଲବିଦା କହିବାକୁ ଆସିଥିଲେ’

ମୁମ୍ବାଇ ୦୯।୦୬ : ବଲିଉଡ୍‌ର ପ୍ରସିଦ୍ଧ କଣ୍ଠଶିଳ୍ପୀ କେ.କେ ଆଉ ନାହାଁନ୍ତି । ଗତ ମେ ୨୯ ତାରିଖରେ ସେ ଦୁନିଆକୁ ଅଲବିଦା କହିଥିଲେ । ତାଙ୍କ ମୃତ୍ୟୁରେ ବଲିଉଡ୍‌ର ଅନେକ ସେଲେବ୍‌ ତଥା ଫ୍ୟାନ୍ସ ଫଲୋର୍ସଙ୍କୁ ଶକ୍ତ ଝଟକା ଲାଗିଛି । ଏହି ସମୟରେ ଗୁଲଜାର ତାଙ୍କୁ ମନେ ପକାଇଛନ୍ତି । ମୃତ୍ୟୁ ପୂର୍ବରୁ ସେ ଗୁଲଜାରଙ୍କୁ ଭେଟି ତାଙ୍କ ସହ ଶେଷ ଗୀତ ଗାଇଥିଲେ। ତାଙ୍କୁ ଭେଟିବା ଅତ୍ୟନ୍ତ ଆନନ୍ଦଦାୟକ ବୋଲି ଗୁଲଜାର କହିଛନ୍ତି। […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

କଟକରେ ବ୍ୟାପିଲା କରୋନା, ଘରୋଇ ଛାତ୍ରାବାସରୁ ଚିହ୍ନଟ ହେଲେ ୧୩ ସଂକ୍ରମିତ

କଟକ ୯।୬: ଘରୋଇ ଛାତ୍ରାବାସରୁ ଚିହ୍ନଟ ହେଲେ ୧୩ ଜଣ କରୋନା ସଂକ୍ରମିତ । କଟକ ବମ୍ଫକୁଦର ଏକ ଆବାସିକ ଛାତ୍ରାବାସର ୧୩ ଜଣ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ତଦାରଖ ପାଇଁ ହଷ୍ଟେଲରେ ଜିଲ୍ଲା ଓ ମହାନଗର ନିଗମର ହେଲ୍‌ଥ ଟିମ୍‌ ପହଞ୍ଚିଥିବା ଜଣାପଡିଛି । ତେବେ ସମସ୍ତ ସଂକ୍ରମିତଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ କରାଯିବ । ମୋଟ୍ ୫୭ ଜଣଙ୍କର ଆଣ୍ଟିଜେନ୍ ଟେଷ୍ଟ ହୋଇଥିଲା । ସେମାନଙ୍କ ମଧ୍ୟରୁ ୧୩ ଜଣ ପଜିଟିଭ୍‌ ଚିହ୍ନଟ […]

ଅପରାଧ ରାଜ୍ୟ

ବ୍ୟାଙ୍କ ସମ୍ମୁଖରୁ ୧୨ଲକ୍ଷ ଲୁଟ୍, ଶିକ୍ଷକଙ୍କ ନିକଟରୁ ଝାମ୍ପିନେଲେ ଟଙ୍କା ଭର୍ତ୍ତି ବ୍ୟାଗ

ଭଦ୍ରକ ୦୯/୦୬: ଶିକ୍ଷକଙ୍କ ନିକଟରୁ ଲୁଟ ଅଭିଯୋଗ । ଭଦ୍ରକ ସହରର ଅପର୍ତ୍ତିବିନ୍ଧା ଛକ ନିକଟ ଷ୍ଟେଟ ବ୍ୟାଙ୍କ ନିକଟରୁ ଲୁଟ୍ ହୋଇଥିବା ସୂଚନା । ବ୍ୟାଙ୍କ ସମ୍ମୁଖରୁ ୧୨ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଲୁଟେରା । ବ୍ୟାଙ୍କରୁ ଟଙ୍କା ଉଠାଇ ଆସୁଥିବା ବେଳେ ଲୁଟିଛନ୍ତି ଲୁଟେରା । ବାଇକ ରେ ଦୁଇ ଲୁଟେରା ଆସି ଟଙ୍କା ଭର୍ତ୍ତି ବ୍ୟାଗ ଝାମ୍ପି ନେଇଛନ୍ତି । ସୂଚନାଯୋଗ୍ୟ ଯେ ଆଗରପଡା ଅଞ୍ଚଳର ଶିକ୍ଷକ ଅଶୋକ କୁମାର ଖିଲାର […]

ଅଭିଷେକଙ୍କ ସହ ଏକାଠି କାମ କରିବାକୁ ଚାହୁଁଛନ୍ତି ଐଶ୍ବର୍ଯ୍ୟା, ଫିଲ୍ମକୁ ନେଇ କହିଲେ ଏମିତି

ନୂଆଦିଲ୍ଳୀ ୦୯।୦୬ : ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ଦୀର୍ଘ ସମୟ ପରେ ଅଭିନୟ ଜଗତକୁ ଫେରୁଛନ୍ତି । ତାଙ୍କୁ ମଣିରତ୍ନାମଙ୍କ ଫିଲ୍ମରେ ଦେଖିବାକୁ ମିଳିବ। ହେଲେ ମିଡିଆ ରିପୋର୍ଟ ଅନୁଯାୟୀ କୁହାଯାଇଛି କି ଐଶ୍ୱର୍ଯ୍ୟା ରାୟଙ୍କୁ ରଜନୀକାନ୍ତଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ଥାଲାଇଭର୍ ୧୬୯ରେ ମଧ୍ୟ ଦେଖିବାକୁ ମିଳିବ । ହେଲେ ଐଶ୍ୱର୍ଯ୍ୟା ବିବାହ ପୁର୍ବରୁ ଅଭିଷେକଙ୍କ ସହ ଅନେକ ଫିଲ୍ମରେ କାମ କରିଛନ୍ତି। କିନ୍ତୁ ବର୍ତ୍ତମାନ ଦୁହେଁ ଦୀର୍ଘ ଦିନ ହେବ କୌଣସି ପ୍ରୋଜେକ୍ଟରେ ଏକାଠି […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ବଢୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ବାହାରିଲେ ୩୧ ଜଣ କୋଭିଡ୍ ସଂକ୍ରମିତ

ଭୁବନେଶ୍ଵର ୦୯।୦୬: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୮ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୧୩ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୨ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୮୫୭୬ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ […]

ଖେଳ ଦେଶ ବିଦେଶ

ଦିଲ୍ଲୀର ଗରମ ପାଇଁ ଅଡୁଆରେ ଦକ୍ଷିଣ ଆଫ୍ରିକା ଖେଳାଳି, ଅଧିନାୟକ ବାଭୁମା କହିଲେ

ନୂଆଦିଲ୍ଲୀ,୦୯/୦୬: ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଟିମ୍ ଟି୨୦ ସିରିଜ୍ ପାଇଁ ଭାରତ ଗସ୍ତରେ ଅଛି । ଟି୨୦ ସିରିଜର ପ୍ରଥମ ମୁକାବିଲା ଦିଲ୍ଲୀର ଅରୁଣ ଜେଟଲୀ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ । ତେବେ ଦକ୍ଷିଣ ଆଫ୍ରିକା ଟିମକୁ ଅକଳରେ ପକାଇଛି ଭାରତର ଗୁଳୁଗୁଳି ଓ ଖରା । ଯାହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଫ୍ରିକା ଅଧିନାୟକ ତେମ୍ବା ବାଭୁମା । ଦିଲ୍ଲୀରେ ହେଉଥିବା ପ୍ରବଳ ଖରା ପାଇଁ ଦକ୍ଷିଣ ଆଫ୍ରିକାର ସ୍ଥିତି ଶୋଚନୀୟ ହୋଇ ପଡିଛି । […]

ଅପରାଧ ରାଜ୍ୟ

ଖେଳୁ ଖେଳୁ ଚାଲିଗଲା ଜୀବନ, ମାଟି ଅତଡ଼ା ଖସି ଆଖିବୁଜିଲେ ୨ ଶିଶୁ

କେନ୍ଦ୍ରାପଡ଼ା ୦୯।୦୬ : କେନ୍ଦ୍ରାପଡ଼ା ସଦର ଥାନା ମାଗୁରଗଣ୍ଡ ପାଟଣାରେ ଅଘଟଣ l ଖୋଳା ଚାଲିଥିବା ପୋଖରୀ ଭିତରେ ପଶି ଖେଳୁଥିବା ବେଳେ ମାଟି ଧସି ଦୁଇଜଣ ଶିଶୁଙ୍କର ମୃତ୍ୟୁ ଘଟିଛି l ପୁରା ଗାଁରେ ଶୋକାକୁଳ ପରିବେଶ । ଖବର ଅନୁଯାୟୀ, ମାଗୁରଗଣ୍ଡ ପାଟଣା ମୁଣ୍ଡା ବସ୍ତିର ବୁଦ୍ଧିରାମ ଚମିଆଙ୍କ ୧୦ ବର୍ଷର ପୁଅ ସୁରେନ୍ଦ୍ର ଚମିଆ ଓ ବୁଲା ଜଙ୍କଙ୍କ ୭ବର୍ଷର ପୁଅ ସୁରେନ୍ଦ୍ର , ଗୁରୁବାର ସକାଳୁ ଗାଁ ନିକଟରେ ଖୋଳା ଚାଲିଥିବା […]