ଏବେ ମୋଟୁ-ପତଲୁ ବୁଝାଇବେ ଟେକ୍ସର ମହତ୍ୱ; ସାପ-ଶିଢ଼ି ଗେମ୍ ଖେଳି ବୁଝନ୍ତୁ ଟ୍ରାଞ୍ଜାକ୍ସନର ଲାଭ କ୍ଷତି, ଲଞ୍ଚ ହେଲା ସ୍ପେଶିଆଲ୍ କମିକ ବୁକ
ନୂଆଦିଲ୍ଲୀ: ଅନେକ ସମୟରେ ଟେକ୍ସ ପୈଠ ନେଇ ନାନା ସମସ୍ୟା ଉପୁଜିଛି। ଟେକ୍ସ ନିୟମରେ ପରିବର୍ତ୍ତନ ଅନେକ ସହଜରେ ଜାଣିପାରୁ ନାହାନ୍ତି। ତେଣୁ ବ୍ୟକ୍ତିଗତ ଭାବେ ଟେକ୍ସ ପୈଠ କରିବାରେ ବି ସମସ୍ୟା ସୃଷ୍ଟି ହେଉଛି। ତେବେ ଚିନ୍ତା କରନ୍ତୁ ନାହିଁ। ଏହିସବୁ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାର ଏକ ନୂଆ ବ୍ୟବସ୍ଥା କରିଛନ୍ତି। ଟେକ୍ସ ବ୍ୟବସ୍ଥାକୁ ସହଜରେ ବୁଝିବାକୁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଟ୍ୟାକ୍ସ କମିକ ବୁକ୍ ଓ ଗେମ୍ ଲଞ୍ଚ କରିଛନ୍ତି। ଆୟକର […]