ସ୍ନାନ ବେଳେ ଅଘଟଣ, ଗଭୀର ସମୁଦ୍ରକୁ ଭାସିଗଲେ ଯୁବକ
ପୁରୀ ୧୨।୦୬ : ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ। ଗଭୀର ସମୁଦ୍ରକୁ ଭାସିଗଲେ ଯୁବକ। ନିଖୋଜ ଯୁବକ ହେଉଛନ୍ତି ପଶ୍ଚିମବଙ୍ଗ ଚବିଶ ପ୍ରଗଣାର ଉଜ୍ବଳ ଦାସ । ଲାଇଫ ଗାର୍ଡଙ୍କ ଦ୍ୱାରା ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଖବର ଅନୁଯାୟୀ, ରବିବାର ସକାଳେ ଉଜ୍ବଳ ପୁରୀ କାମେଲିଆ ସମ୍ମୁଖ ବେଳାଭୂମିରେ ସ୍ନାନ କରୁଥିବା ସମୟରେ ଭାସି ଯାଇଥିଲେ। ସେଠାରେ ମୃତୟନ ଥିବା ଲାଇଫ ଗାର୍ଡ ମାନେ ଜେଟ୍ ସ୍କି ମାଧ୍ୟମରେ ଗଭୀର ସମୁଦ୍ର […]