ଆମେରିକାରେ ଶାନ୍ତ ପଡୁନି ବନ୍ଧୁକ : ନାଇଟ୍ କ୍ଲବରେ ଗୁଳିମାଡ, ୨ ମୃତ
ଚିକାଗୋ, ୧୩|୦୬: ଆମେରିକାରେ ଲଗାତର ଭାବେ ଗୁଳିକାଣ୍ଡ ଘଟଣା ବଢିବାରେ ଲାଗିଛି । ରବିବାର ପୁଣି ଚିକାଗୋ ଅଞ୍ଚଳରେ ଗୁଳିକାଣ୍ଡ ଖବର ଆସିଛି । ଦକ୍ଷିଣପୂର୍ବ ଚିକାଗୋ ନିକଟବର୍ତ୍ତୀ ଇଣ୍ଡିଆନା ନାଇଟ୍ କ୍ଲବରେ ଆତତାୟୀ ଗୁଳିମାଡ କରିଥିବା ଜଣାପଡିଛି । ଯେଉଁଥିରେ ୨ ଜଣ ପ୍ରାଣ ହରାଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ପୋଲିସର କହିବାନୁସାରେ, ଇଣ୍ଡିଆନା କ୍ଲବରେ ଗୁଳିକାଣ୍ଡ ନେଇ ଖବର ଆସିଥିଲା । ଏହାପରେ ସେମାନେ ପହଁଚିଥିଲେ । ସେଠାରେ ଦୁଇଜଣ […]