ଦଣ୍ଡ ମୁକ୍ତ ଅଞ୍ଚଳରେ ଦଣ୍ଡ : ଖାଇସାରି ପାଣି ପିଇଲାନି ଛାତ୍ର, ତତଲା ଟାଇଲ୍ରେ ଆଣ୍ଠେଇ ଚଲାଇଲେ ପିଅନ
ବାରିପଦା ୧୪।୦୬ : ବିଦ୍ୟାଳୟରେ ଶିଶୁକୁ ଅମାନବୀୟ ଦଣ୍ଡ । ଶିକ୍ଷକ ବଦଳରେ ରୋଷେୟା ଦେଲେ ଦଣ୍ଡ । ଖାଇସାରି ପାଣି ପିଇଲାନି ବୋଲି ୬ବର୍ଷର ବାଳକକୁ ତତଲା ଟାଇଲରେ ଆଣ୍ଠେଇ ଚଲାଇଲେ ହଷ୍ଟେଲ ପିଅନ। କେବଳ ଏତିକି ନୁହେଁ ପିଠିରେ ବସିଛି ବାଡିର ଚିହ୍ନ। ୮ ଦିନ ପରେ ବି ଲିଭିନି ମାଡ଼ର ଦାଗ । ଏବେ ଆଣ୍ଠୁରୁ ବାହାରୁଛି ପୂଜ। ନା ଚାଲି ପାରୁଛି ନା ବୁଲି ପାରୁଛି ନିଷ୍ପାପ ଶିଶୁଟି। ବାରିପଦା ସାରସକଣା […]