ଅପରାଧ ରାଜ୍ୟ

ଆନ୍ତଃରାଜ୍ୟ ଡକାୟତି ଗ୍ୟାଙ୍ଗର ୬ଗିରଫ, ବନ୍ଧୁକ ମୁନରେ ବ୍ୟବସାୟୀଙ୍କଠାରୁ ଲୁଟ୍ କରିଥିଲେ

କରଞ୍ଜିଆ ୧୬/୦୬: ୬ ଆନ୍ତରାଜ୍ୟ ଡକାୟତଙ୍କୁ ଧରିଲା କରଞ୍ଜିଆ ପୋଲିସ, ଗତ ଏପ୍ରିଲ ୧୪ ତାରିଖରେ ୪୯ ନମ୍ବର ଜାତୀୟ ରାଜପଥ ମୂର୍ଗାପାଟ ପେଟ୍ରୋଲ ପମ୍ପ ନିକଟରୁ ଜଣେ ବ୍ୟବସାୟୀଙ୍କ ଠାରୁ ବନ୍ଧୁକ ମୁନରେ ୩୦ହଜାର ଟଙ୍କା ଲୁଟ ଘଟଣାରେ ୬ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗିରଫ ଅଭିଯୁକ୍ତ ମାନେ ଆନ୍ତରାଜ୍ୟ ଡକାୟତି ଗ୍ୟାଙ୍ଗରେ ସାମିଲ ହୋଇ ବିଭିନ୍ନ ଜାଗାରେ ଲୁଟ କରିଥିବା ନେଇ ପୋଲିସ ସୂଚନା ଦେଇଛି । ସେହିପରି […]

ଅପରାଧ ରାଜ୍ୟ

ବନ୍ଧୁକରୁ ଗୁଳି ଫୁଟାଇ ଧମକାଇଲେ, ଗିରଫ କଲା ପୋଲିସ

ଉଦଳା ୧୬।୬: ବନ୍ଧୁକ ଦେଖାଇ ଧମକାଇଲେ । ଗୁଳି ଫୁଟାଇ ଗିରଫ ହେଲେ ଯୁବକ । ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ନଛିପୁର ଗ୍ରାମରେ । ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ନଛିପୁର ଗ୍ରାମର ପୂଜା ସିଂଙ୍କ ଝିଅ ଏବଂ ଭଉଣୀ ଗ୍ରାମ ନିକଟରେ ଏକ ଗଛ ମୂଳରେ ଛିଡା ହୋଇ କୋଳି ଖାଉଥିଲେ । ଏହି ସମୟରେ ଉକ୍ତ ଗ୍ରାମର କାଳିଆ ସେନାପତି ସେଠାରେ ପହଞ୍ଚି ଉଭୟଙ୍କୁ ଗାଳି ଗୁଲଜ କରିବା ସହ ଏକ ଦେଶୀ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଦେଶରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୨୨୧୩ କରୋନା ପଜିଟିଭ୍

ନୂଆଦିଲ୍ଲୀ ୧୬/୦୬: ଉପର ମୁହାଁ କରୋନା ଗ୍ରାଫ୍। ଦେଶରେ ପୁଣି ବଢିଛି ସଂକ୍ରମଣ। ଏବେ କରୋନା ସଂକ୍ରମଣ ବଢିବା ଆରମ୍ଭ କରିଛି । ମୃତ୍ୟୁସଂଖ୍ୟାରେ ବି ଲାଗୁନି ବ୍ରେକ୍ । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଓ ପରେ ୧୦ ହଜାର ତଳକୁ ଖସିବା ପରେ ପୁଣି ବଢିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୨୦୦୦ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ସ୍ୱାସ୍ଥ୍ୟ […]

ଖେଳ ଦେଶ ବିଦେଶ

ଇଂଲଣ୍ଡ ଗସ୍ତରୁ ବାଦ୍ ପଡିବେ କେଏଲ ରାହୁଲ ! ଏନସିଏରେ ଫିଟନେସ୍ ପାଇଁ କରୁଛନ୍ତି ସଙ୍ଘର୍ଷ

ନୂଆଦିଲ୍ଲୀ ୧୬/୦୬: ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ଆସନ୍ତା ମାସ ୧ରୁ ୫ତାରିଖ ମଧ୍ୟରେ ଖେଳାଯିବ ଏକମାତ୍ର ଟେଷ୍ଟ । ଏଥିପାଇଁ ଭାରତୀୟ ଟେଷ୍ଟ ଦଳର ସଦସ୍ୟମାନେ ଇତି ମଧ୍ୟରେ ମୁମ୍ବାଇରେ ଆସି ପହଞ୍ଚିଛନ୍ତି । ଖୁବ୍‌ ଶୀଘ୍ର ଦଳ ଇଂଲଣ୍ଡ ଅଭିମୁଖେ ଯାତ୍ରା କରିବ । କେବଳ ରିଷଭ ପନ୍ତ, ଶ୍ରେୟାସ ଆୟର ଓ ଲୋକେଶ ରାହୁଲ ଦଳ ସହ ଯୋଗ ଦେଇ ନାହାନ୍ତି । ପନ୍ତ ଓ ଆୟର ସମ୍ପ୍ରତି ଦକ୍ଷିଣ ଆଫ୍ରିକା […]

ଅପରାଧ ରାଜ୍ୟ

ବନ୍ଧୁକରୁ ଗୁଳି ଫୁଟାଇ ଧମକାଇଲେ, ଗିରଫ କଲା ପୋଲିସ

ଉଦଳା ୧୬।୬: ବନ୍ଧୁକ ଦେଖାଇ ଧମକାଇଲେ । ଗୁଳି ଫୁଟାଇ ଗିରଫ ହେଲେ ଯୁବକ । ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ନଛିପୁର ଗ୍ରାମରେ । ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ନଛିପୁର ଗ୍ରାମର ପୂଜା ସିଂଙ୍କ ଝିଅ ଏବଂ ଭଉଣୀ ଗ୍ରାମ ନିକଟରେ ଏକ ଗଛ ମୂଳରେ ଛିଡା ହୋଇ କୋଳି ଖାଉଥିଲେ । ଏହି ସମୟରେ ଉକ୍ତ ଗ୍ରାମର କାଳିଆ ସେନାପତି ସେଠାରେ ପହଞ୍ଚି ଉଭୟଙ୍କୁ ଗାଳି ଗୁଲଜ କରିବା ସହ ଏକ ଦେଶୀ […]

ଖେଳ ଦେଶ ବିଦେଶ

ଇଂଲଣ୍ଡ ଗସ୍ତରୁ ବାଦ୍ ପଡିବେ କେଏଲ ରାହୁଲ ! ଏନସିଏରେ ଫିଟନେସ୍ ପାଇଁ କରୁଛନ୍ତି ସଙ୍ଘର୍ଷ

ନୂଆଦିଲ୍ଲୀ ୧୬/୦୬: ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ଆସନ୍ତା ମାସ ୧ରୁ ୫ତାରିଖ ମଧ୍ୟରେ ଖେଳାଯିବ ଏକମାତ୍ର ଟେଷ୍ଟ । ଏଥିପାଇଁ ଭାରତୀୟ ଟେଷ୍ଟ ଦଳର ସଦସ୍ୟମାନେ ଇତି ମଧ୍ୟରେ ମୁମ୍ବାଇରେ ଆସି ପହଞ୍ଚିଛନ୍ତି । ଖୁବ୍‌ ଶୀଘ୍ର ଦଳ ଇଂଲଣ୍ଡ ଅଭିମୁଖେ ଯାତ୍ରା କରିବ । କେବଳ ରିଷଭ ପନ୍ତ, ଶ୍ରେୟାସ ଆୟର ଓ ଲୋକେଶ ରାହୁଲ ଦଳ ସହ ଯୋଗ ଦେଇ ନାହାନ୍ତି । ପନ୍ତ ଓ ଆୟର ସମ୍ପ୍ରତି ଦକ୍ଷିଣ ଆଫ୍ରିକା […]

ଅପରାଧ ରାଜ୍ୟ

ଝୁଲନ୍ତା ଅବସ୍ଥାରେ ଶିକ୍ଷକଙ୍କ ମୃତଦେହ ଉଦ୍ଧାର, ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା ସନ୍ଦେହ

ଖୋର୍ଦ୍ଧା ୧୬/୦୬: ବେଗୁନିଆରେ ଶିକ୍ଷକଙ୍କ ଆତ୍ମହତ୍ୟା । ଝୁଲନ୍ତା ଅବସ୍ଥାରେ ଶବ ଜବତ । ଶିକ୍ଷକଙ୍କ ନାମ ଅମରନାଥ ସେଠୀ । ଗତ କିଛିଦିନ ତଳେ ଚାକିରିରୁ ନିଲମ୍ବିତ ହୋଇଥିଲେ । ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ରେ ଚାକିରି କରୁଥିଲେ। ସୁଇସାଇଡ ନୋଟ ରେ ମୃତ ଶିକ୍ଷକ ନିଜର ମୃତ୍ୟୁ ପାଇଁ ନିଜକୁ ଦାବି କରିଛନ୍ତି । ଚାକିରିରୁ ନିଲମ୍ବିତ ହୋଇଥିବା କାରଣରୁ ମାନସିକ ଭାରସାମ୍ ହରାଇ ନିଜ ଘରେ ଆତ୍ମହତ୍ୟା କରିଛନ୍ତି । ସୁଇସାଇଡ […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ଜାରକା ସ୍ଥିତ ଟ୍ରାନ୍ସପୋର୍ଟ କମ୍ପାନୀରେ ଆୟକର ବିଭାଗ ପକ୍ଷରୁ ଚଢାଉ

ଚଣ୍ଡିଖୋଲ ୧୬।୬: ଘରୋଇ ଟ୍ରାନ୍ସପୋର୍ଟ କମ୍ପାନୀ କାର୍ଯ୍ୟାଳୟରେ ଆୟକର ଚଢାଉ । ଯାଜପୁର ଜିଲ୍ଳା ଜାରକା ପଣ୍ଡୁଆ ଶିଳ୍ପାଞ୍ଚଳରେ ଥିବା ଏକ ଘରୋଇ ଟ୍ରାନ୍ସପୋର୍ଟ କମ୍ପାନୀ କାର୍ଯ୍ୟାଳୟରେ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଦୀର୍ଘ ଦିନ ଧରି ଏହି ସ୍ଥାନରେ ଘରୋଇ ଟ୍ରାନ୍ସପୋର୍ଟ କମ୍ପାନୀ କାର୍ଯ୍ୟାଳୟଟି ରହିଥିଲା । ଏହି ଟ୍ରାନ୍ସପୋର୍ଟ କମ୍ପାନୀ ବିଭିନ୍ନ ଖଣିଜ ପଦାର୍ଥ ପରିବହନ କରିଥାଏ । ତେବେ ଗୁରୁବାର ଅଚାନକ ଆୟକର ବିଭାଗ ପକ୍ଷରୁ ଟ୍ରାନ୍ସପୋର୍ଟ ଅଫିସରେ ଚଢ଼ାଉ […]

ଅପରାଧ ରାଜ୍ୟ

ଏଟିଏମ୍‌ ଲୁଟ୍ ଉଦ୍ୟମ ପଣ୍ଡ, ପୋଲିସ ପହଞ୍ଚିବା ବେଳକୁ ଲୁଟେରା ଫେରାର

ବାଲିପାଟଣା ୧୬।୦୬ : ଏଟିଏମ୍‌ ଲୁଟ୍ ଉଦ୍ୟମ ପଣ୍ଡ । ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ନରଦା ବଜାରରେ ଥିବା ଷ୍ଟେଟ୍‌ ବ୍ୟାଙ୍କ ଏଟିଏମ୍‌ରୁ ଲୁଟ୍‌ ଉଦ୍ୟମ ପଣ୍ଡ ହୋଇଛି । ବାଲିପାଟଣା ପୋଲିସ ଘଟଣାସ୍ଥଳରେ ଛାନ୍‌ଭିନ୍‌ ଜାରି ରଖିଛି । ଖବର ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତି ଜଣେ ଲୁଟେରା ମୁହଁରେ ଗାମୁଛା ଗୁଡ଼ାଇ ଏଟିଏମ୍‌ ମଧ୍ୟରେ ପ୍ରବେଶ କରିବା ସହ ଏଟିଏମ୍‌ ମେସିନ୍‌କୁ ଭାଙ୍ଗିବାକୁ ପ୍ରୟାସ କରିଥିଲେ । ଘଟଣା ସମୟରେ ସମସ୍ତ ଦୃଶ୍ୟ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଅସୁସ୍ଥ ମହାପ୍ରଭୁଙ୍କୁ ସୁସ୍ଥ କରିବାକୁ ଲାଗିପଡିଛନ୍ତି ସେବକ : ଶୁକ୍ଳ ବସ୍ତ୍ର ପରିଧାନ କଲେ ଶ୍ରୀଜିଉ, ଲାଗି ହେଲା ଧଳାଫୁଲ

ପୁରୀ ୧୬।୦୬ : ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଜ୍ୱରରେ ମହାପ୍ରଭୁ । ଭଗବାନଙ୍କ ଅସୁସ୍ଥତାରେ ଯେମିତି ଶ୍ରୀମନ୍ଦିରରେ ନିରବତା ଛାଇଯାଇଛି। ମହାପ୍ରଭୁଙ୍କ ସୁସ୍ଥତା ପାଇଁ ସେବକମାନେ ଦିନରାତି ଏକ କରି ଦେଇଛନ୍ତି। ଅସୁସ୍ଥ ଶ୍ରୀବିଗ୍ରହଙ୍କୁ ଦଇତାପତି ସେବକମାନେ ଶୁକ୍ଳବସ୍ତ୍ର ଲାଗି କରାଇଛନ୍ତି। ଖଣ୍ଡିଏ ମାତ୍ର ଶୁକ୍ଳ ବସ୍ତ୍ରରେ ମହାପ୍ରଭୁ ଅଣସର ପିଣ୍ଡିରେ ବିଶ୍ରାମ ନେଇଛନ୍ତି। ସମସ୍ତ ଦଇତାପତି ମଧ୍ୟ ଶୁକ୍ଳ ବସ୍ତ୍ର ପରିଧାନ କରି ସେବାରେ ଯୋଗ ଦେଇଛନ୍ତି। ଶୁକ୍ଲ ବସ୍ତ୍ର ସହ […]