ଅପରାଧ ରାଜ୍ୟ

ବସ୍ତିରୁ ନାବାଳକଙ୍କ ମୃତଦେହ ମିଳିବା ଘଟଣା : ପୋଲିସ ହାତରେ ଲାଗିଲା ପୋଷ୍ଟମର୍ଟମ ରିପୋର୍ଟ

ଭୁବନେଶ୍ବର ୧୮।୬: ଭୁବନେଶ୍ବର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ପଣ୍ଡାକୁଦିଆ ବସ୍ତିରୁ ନାବାଳକଙ୍କ ମୃତଦେହ ମିଳିବା ମାମଲାରେ ପୋଲିସ ହାତରେ ଲାଗିଲା ଦ୍ବତରାଜ ନାୟକଙ୍କ ପୋଷ୍ଟମର୍ଟମ ରିପୋର୍ଟ । ଦ୍ବତରାଜଙ୍କ ଶରୀରରେ କୌଣସି ବାହ୍ୟ ଆଘାତ ଲାଗିନଥିବା ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ରହିଛି । ଏସଏଫଏସଏଏଲକୁ ଭିସେରା ପଠାଇଲା କମିଶନରେଟ୍ ପୋଲିସ । ଦ୍ବତରାଜର ଜବତ ମୋବାଇଲକୁ ଯାଞ୍ଚ ପାଇଁ ଫରେନସିକ୍ ଲ୍ୟାବୋରେଟୋରୀକୁ ପଠାଯାଇଛି । ଏ ନେଇ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।

ଅପରାଧ ରାଜ୍ୟ

ବାବୁଲା ବେହେରା ହତ୍ୟା ମାମଲା : ସିସିଟିଭି ଫୁଟେଜ ଆଧାରରେ ମୁଖ୍ୟ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ଖଲ୍ଲିକୋଟ ୧୮।୦୬: ଛତ୍ରପୁର ଥାନା ବିଦ୍ୟାଧର ନଗରସାହିର ବାବୁଲା ବେହେରା ହତ୍ୟା ଘଟଣା । ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଲା ଛତ୍ରପୁର ପୋଲିସ। ଅଭିଯୁକ୍ତ ଜଣକ ହେଲେ ପାଲିଆ ଛତ୍ରପୁର ଗାଁର ଏସ୍. କ୍ରିଷ୍ଣା ରାଓ ବୋଲି ବୋଲି ଜଣାପଡିଛି। ସିସିଟିଭି ଫୁଟେଜ ଆଧାରରେ ହିଁ ଅଭିଯୁକ୍ତକୁ ଧରିଲା ପୁଲିସ । ଖବର ଅନୁଯାୟୀ, ୧୪ ତାରିଖ ସକାଳେ ଜାତୀୟ ରାଜପଥ ନିକଟ କାଳୀ ମନ୍ଦିର ସମ୍ମୁଖରେ ବାବୁଲା ବେହେରାଙ୍କ ମୃତଦେହ ମିଳିଥିଲା । ସୂଚନା ପାଇ […]

ଅପରାଧ ରାଜ୍ୟ

ସନ୍ଦେହରେ ଅନ୍ଧ ହେଲା ନୃଶଂସ ସ୍ବାମୀ, ଶ୍ବଶୁର ଘରେ ସ୍ତ୍ରୀର ଗଳା କାଟି ହୋଇଗଲା ଫେରାର

ପାଟଣାଗଡ ୧୮।୬: ବଲାଙ୍ଗୀର ବେଲପଡା ଥାନା ବାହାବଳ ଗାଁରେ ଅଘଟଣ । ପରକିୟା ପ୍ରୀତି ସନ୍ଦେହରେ ସ୍ତ୍ରୀର ଗଳା କାଟିଦେଲା ସ୍ବାମୀ । ଶ୍ବଶୁର ଘରକୁ ଯାଇ ଛୁରୀରେ ସ୍ତ୍ରୀର ତଣ୍ଟି କାଟି ନୃଶଂସ ସ୍ଵାମୀ ସୁଧୀର ବାଗ ଫେରାର ହୋଇଯାଇଛି । ଗୁରୁତର ଅବସ୍ଥାରେ ସ୍ତ୍ରୀକୁ ଉଦ୍ଧାର କରି ପରିବାର ଲୋକ ପ୍ରଥମ ବେଲପଡା ମେଡିକାଲରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ ବିଳମ୍ବିତ ରାତିରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ମୌସୁମୀ ସମୟରେ ଡେଙ୍ଗୁ ରୋଗ ବଢିଥାଏ, ଆମକୁ ସତର୍କ ରହିବାକୁ ପଡିବ- ଜନସ୍ୱାର୍ଥ ନିର୍ଦ୍ଦେଶକ

ଭୁବନେଶ୍ୱର ୧୮।୦୬: ଡେଙ୍ଗୁ ଏକ ମଶାବାହିତ ରୋଗ । ମୌସୁମୀ ସମୟରେ ଡେଙ୍ଗୁ ରୋଗ ସାଧାରଣତଃ ବଢ଼ିଥାଏ । ତେଣୁ ଆମକୁ ସତର୍କତା ସହ ରହିବାକୁ ପଡିବ ବୋଲି ଜନସ୍ୱାର୍ଥ ନିର୍ଦ୍ଦେଶକ ଡ଼ା. ନିରଞ୍ଜନ ମିଶ୍ର । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଶୁକ୍ରବାର ସୁଦ୍ଧା ୩୪୮୪ ଡେଙ୍ଗୁ ଟେଷ୍ଟ କରାଯାଇଛି । ସେମାନଙ୍କ ମଧ୍ୟରୁ 124 ଜଣ ପଜିଟିଭ ଆସିଛି । ୧୭ଟି ଜିଲ୍ଲାରୁ ରିପୋର୍ଟ ଆସିଥିଲେ ବି ମୁଖ୍ୟତ ଖୋର୍ଦ୍ଧା ଜିଲ୍ଲାରେ ଡେଙ୍ଗୁ […]

ଅପରାଧ ରାଜ୍ୟ

ଭିଜିଲାନ୍ସ ପଞ୍ଝାରେ ଜଳେଶ୍ୱର ବିଡ଼ିଓ, ବାସଭବନ ସମେତ ୫ଟି ସ୍ଥାନରେ ଚାଲିଛି ରେଡ୍

ଜଳେଶ୍ୱର ୧୮।୦୬: ଭିଜିଲାନ୍ସ ଜାଲରେ ଜଳେଶ୍ୱର ବିଡିଓ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବିଡିଓ ଅଶ୍ୱିନୀ କୁମାର ଦାସଙ୍କ ସରକାରୀ ବାସଭବନ ସମେତ ୫ଟି ସ୍ଥାନରେ ଏକାକାଳୀନ ଚାଲିଛି ରେଡ୍ । ଖବର ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଡିଭିଜନର ୫ଜଣିଆ ଭିଜିଲାନ୍ସ ଟିମ୍ ଭୋରରୁ ବିଡ଼ିଓଙ୍କ ସରକାରୀ ବାସଭବନରେ ରେଡ୍ କରିଛନ୍ତି। ଅନୁଗୋଳ ଡ଼ିଏସପି ସୋମନାଥ ବାରିକଙ୍କ ନେତୃତ୍ୱରେ ଜଣେ ଇନିସପେକ୍ଟର , ଏସ୍ଆଇ,ଏଏସ୍ଆଇ, ମହିଳା କନେଷ୍ଟେବଳଙ୍କ ସମେତ ମୋଟ ୫ଜଣିଆ […]

ଅପରାଧ ରାଜ୍ୟ

ଅନ୍ଧାର ହେଲା କାଳ : ବିଦ୍ୟୁତ ତାରରେ ପଡିଗଲା ପାଦ,ଚାଲିଗଲା ଜୀବନ

ଭଦ୍ରକ ୧୮।୦୬: ରାସ୍ତାରେ ପଡିଥିଲା ବିଦ୍ୟୁତ ତାର । ଘରକୁ ଫେରିବା ବେଳେ ଅନ୍ଧାରରେ ଜାଣି ନପାରି ତାର ଉପରେ ଚଢ଼ିଯାଇଥିଲେ । ଯାହାଫଳରେ ତାଙ୍କର ମୃତ୍ୟୁ ହୋଇଛି। ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅଧିନ ନାଲଗରା ଗାଁରେ ଏମିତି ଅଭାବନୀୟ ଘଟଣା ଘଟିଛି । ମୃତକ କାଉପୁର ପଞ୍ଚାୟତ ସିରାପୁର ଗାଁର ସୁବାସ ସାହୁ । ଖବର ଅନୁଯାୟୀ, ସୁବାସ ସନ୍ଧ୍ୟାରେ କାମରୁ ଆସି ବଜାରକୁ ଯାଇଥିଲେ । ରାତିରେ ନାଲଗରା, ଇଟାଭାଟି ପଡିଆ ଦେଇ […]

ଅପରାଧ ରାଜ୍ୟ

ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ, ହତ୍ୟା ନାଁ ଆତ୍ମହତ୍ୟା ବଢିଲା ସନ୍ଦେହ

ସୁନ୍ଦରଗଡ ୧୮/୦୬: ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ ଆତ୍ମହତ୍ୟା କରିଥିବା ସନ୍ଦେହ । ସୁନ୍ଦରଗଡ଼ ରାଜଗାଙ୍ଗପୁର ସହରର ୱାର୍ଡ ନଂ ୧ କୁମ୍ଭାର ପଡା ବାବା ତଲାଵ ନିକଟରେ ଏକ ଶୁଖିଲା ଗଛ ଡାଳରେ ଜଣେ ଯୁବକଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା । ସକାଳୁ ଲୋକେ ଦେଖିବାକୁ ପାଇଥିଲେ । ଯୁବକ ଜଣକ ମଧୁ ସୁଦନ କଲୋନୀର ଚନ୍ଦନ ସିଂ ବୋଲି ଜଣାପଡିଛି । ଯୁବକ ଜଣକ ବେକରେ ବେଡ଼ଶିଟ ବାନ୍ଧି ଆତ୍ମହତ୍ୟା କରିଥିବା ସନ୍ଦେହ […]

ଅପରାଧ ରାଜ୍ୟ

କାର୍ ଧକ୍କାରେ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

ପଟ୍ଟାମୁଣ୍ଡାଇ ୧୮।୬: ଛାତ୍ରକୁ ପଛରୁ ପିଟିଲା କାର୍ । ଘଟଣାସ୍ଥଳରେ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । କଟକ-ଚାନ୍ଦବାଲି ରାସ୍ତା ବିଲିକଣା ନିକଟରେ ରାସ୍ତାରୋକ କରିଛନ୍ତି ସ୍ଥାନୀୟ ଲୋକ । ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ କଅଁରପୁର ଗ୍ରାମର ଜିତେଶ ବେହେରା ପତ୍ରପୁର ହାଇସ୍କୁଲରେ ନବମ ଶ୍ରେଣୀରେ ପଢୁଥିଲା । ଶନିବାର ସକାଳ ୧୦ରେ ସ୍କୁଲ ଯିବା ବାଟରେ ବିଲିକଣା ନିକଟରେ ଏକ […]

ଅପରାଧ ରାଜ୍ୟ

ବଡବିଲ ପୋଲିସ ହାତରେ ମୋବାଇଲ ଲୁଟେରା, ୨୧ଟି ଦାମୀ ସ୍ମାର୍ଟ ଫୋନ ଜବତ

ବଡବିଲ ୧୮/୦୬: ବଡ଼ବିଲ ପୋଲିସ୍ ଆଜି ୪ଜଣ ମୋବାଇଲ୍ ଫୋନ୍ ଲୁଟେରାଙ୍କୁ ଗିରଫ୍ କରିବା ସହ ସେମାନଙ୍କ ନିକଟରୁ ୨୧ଟି ଦାମୀ ସ୍ମାର୍ଟ ଫୋନ୍ ଜବତ୍ କରିଛି । ଗିରଫ୍ ୪ଜଣଙ୍କ ମଧ୍ୟରେ ୨ଜଣ ନାବାଳକ ରହିଥିବା ଜଣାପଡ଼ିଛି । ବଡ଼ବିଲ ଶ୍ରୀରାମ ନଗର ଅଞ୍ଚଳର ଅଭିଯୁକ୍ତ ସଞ୍ଜୟ ଫ୍ରାନ୍ସିସ ଓ ସିପୁଲ ନାଏକଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ଘଟଣାରେ ସଂପୃକ୍ତ ଅନ୍ୟ ଦୁଇ ନାବାଳକ ଅଭିଯୁକ୍ତଙ୍କୁ କେନ୍ଦୁଝର ଜୁଭେନାଇଲ କୋର୍ଟରେ ହାଜର […]

ଅପରାଧ ରାଜ୍ୟ

ଖଣିରୁ ମୃତଦେହ ମିଳିବା ଘଟଣା, ଜଣେ ମହିଳା ସମେତ ୪ ଅଟକ

ଖୋର୍ଦ୍ଧା ୧୮।୦୬ : ଆଦର୍ଶ ଥାନା ନିଆଳ ଖଣିରୁ ମୃତଦେହ ଜବତ ଘଟଣା। ମୃତକଙ୍କ ପରିଚୟ ମିଳିଛି। ମୃତକ କେରଙ୍ଗ ଗାଁର ଅତ୍ତାଉଲ୍ଲା ଖାଁ। ଘଟଣାରେ ପୋଲିସ ୪ଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି । ଖବର ଅନୁଯାୟୀ, କେରଙ୍ଗ ଗାଁର ଅତ୍ତାଉଲ୍ଲା ଖାଁଙ୍କୁ ଗଳାକାଟି ହତ୍ୟା କରିବା ପରେ ଜରି ଅଖାରେ ବାନ୍ଧି ଖଣିରେ ପକାଇଥିଲେ ଦୁର୍ବୁର୍ତ୍ତ। ମୃତଦେହ ମିଳିବା ପରଠୁ ଆକ୍ସନକ ଆସିଥିଲା ପୋଲିସ । ଏହି ହତ୍ୟା ପଛରେ କାରଣ କଣ ଏବଂ […]