ପୋଖରୀ ପୁନଃରୁଦ୍ଧାର ବେଳେ ୨ ଗୋଷ୍ଠୀ ମୁହାଁମୁହିଁ, ବୁଝାସୁଝା କରୁଛି ପୋଲିସ
ମାଲକାନଗିରି ୧୯।୦୬: ପୋଖରୀ ପୁନଃରୁଦ୍ଧାର ବେଳେ ଗୋଷ୍ଠୀ ସଂଘର୍ଷ। ମାଲକାନଗିରି ସଦର ବ୍ଲକ ଏମପିଭି-୨ ଗାଁରେ ପୋଖରୀ ପୁନଃରୁଦ୍ଧାରକୁ ନେଇ ୨ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ସ୍ଥିତିକୁ ଦେଖି ମାଲକାନଗିରି ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି । ଖବର ଅନୁଯାୟୀ, ୧୯୭୪ ମସିହାରେ ଗାଁର ବଙ୍ଗୀୟ ଲୋକଙ୍କ ଲାଗି ନିର୍ମାଣ ହୋଇଥିବା ପୋଖରୀ କାଳକ୍ରମେ ପୋତି ହୋଇଯିବାରୁ ଏହାର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ହେଲେ ପୋଖରୀ ପୁନଃରୁଦ୍ଧାର […]