ଦିଶାଙ୍କ ବୋଲ୍ଡ ଲୁକ୍ ଦେଖି ଦିୱାନା ହେଲେ ଫ୍ୟାନ୍ସ, କହିଲେ- ବଲିଉଡ୍ର ବିକିନି ଗର୍ଲ
ନୂଆଦିଲ୍ଳୀ ୨୦।୦୬ : ଦିଶା ପାଟାନି ତାଙ୍କ ଫିଲ୍ମ କ୍ୟାରିୟରରେ ଅନେକ ନାମ ଅର୍ଜନ କରିଛନ୍ତି। ଫିଲ୍ମରେ ଯେଉଁଭଳି ବି ଭୂମିକା ନିଅନ୍ତୁ ନା କାହିଁକି ସେ ସବୁ ଆଡେ ତାଙ୍କ ସ୍ଥାନ ସୃଷ୍ଟି କରିଛନ୍ତି। ଅଭିନୟ ବ୍ୟତୀତ ଦିଶା ପାଟାନି ତାଙ୍କ ଗ୍ଲାମରସ୍ ଲୁକ୍ ଷ୍ଟାଇଲ୍ ଏବଂ ଷ୍ଟଣ୍ଟ ପାଇଁ ଚର୍ଚ୍ଚାରେ ଥାଆନ୍ତି। ବାସ୍ତବ ଜୀବନ ସହିତ, ଦିଶାଙ୍କ ଅଧିକାଂଶ ବୋଲ୍ଡ ଲୁକ୍କୁ ପ୍ରଶଂସକମାନେ ପରଦାରେ ମଧ୍ୟ ଦେଖନ୍ତି। ସୋସିଆଲ ମିଡିଆରେ ଦିଶା ବହୁତ ଆକ୍ଟିଭ୍। […]