ରାକ୍ଷୀ ଏବେ ଚାହୁଁଛନ୍ତି ୧୬ ବର୍ଷର ବୟଫ୍ରେଣ୍ଡ, ଆଦିଲ୍ଙ୍କୁ ନେଇ କହିଲେ ଏପରି କଥା
ମୁମ୍ବାଇ୨୩।୦୬: ବଲିଉଡ୍ର କନ୍ଟ୍ରୋଭର୍ସି କୁଇନ୍ ରାକ୍ଷୀ ସାୱନ୍ତ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏବେ ପୁଣିଥରେ ଆଲୋଚନାର ବିଷୟ ପାଲଟିଛନ୍ତି ରାକ୍ଷୀ। ତାହା ପୁଣି ପ୍ରେମିକ ଆଦିଲଙ୍କ କାରଣରୁ। ରାକ୍ଷୀଙ୍କ ଜୀବନରେ ଆଦିଲଙ୍କ ଆସିବା ଦିନଠାରୁ, ସେ ତାଙ୍କ ସହିତ ସବୁଠାରେ ସ୍ପଷ୍ଟ ହେଉଛନ୍ତି । କିନ୍ତୁ ବର୍ତ୍ତମାନ ରାକ୍ଷୀଙ୍କର ଆଉ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଆଦିଲଙ୍କ ହାତ ଧରି ୧୬ ବର୍ଷର ପ୍ରେମିକ ବିଷୟରେ କହୁଛନ୍ତି। ନିକଟରେ ବିମାନବନ୍ଦରରେ ରାକ୍ଷୀଙ୍କୁ ଦେଖିବାକୁ ମିଳିଥିଲା […]