ଛିନତାଇ ବେଳେ ୨ ଯୁବକକୁ ଧରି ନିର୍ଧୁମ ଛେଚିଲେ, ଲଣ୍ଡା କଲେ ଗ୍ରାମବାସୀ
ସୋର ୨୩।୬: ଦୁଇ ଯୁବକଙ୍କୁ ଗ୍ରାମବାସୀ ଧରି ନିର୍ଧୁମ ଛେଚିବା ସହ ଲଣ୍ଡା କଲେ । ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଥାନା ଶ୍ରୀଜଙ୍ଗ ସୋଲଟ ରୋଡ଼ କାନକଟା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ସୂଚନାଯୋଗ୍ୟ ଯେ, ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଥାନା ଶ୍ରୀଜଙ୍ଗ ସୋଲଟ ରୋଡ଼ କାନକଟା ରାସ୍ତାରେ ଗାଡି ଚାଳକ ଓ ଲୋକଙ୍କୁ ଭୟଭୀତ କରି ଛିନତାଇ କରୁଥିଲେ ଦୁଇ ଯୁବକ । ଉଭୟକୁ ଗ୍ରାମବାସୀ କାବୁ କରି ନିର୍ଧୁମ ଛେଚିଥିଲେ । […]