ଟିମ୍ ଇଣ୍ଡିଆ ବିପକ୍ଷରେ ଅର୍ଦ୍ଧଶତକ ଲଗାଇଲେ ପନ୍ତ : ସ୍କୁପ୍ ସଟ୍ ଦେଖି ଫ୍ୟାନ୍ସ ବି ଚକିତ
ନୂଆଦିଲ୍ଲୀ ୨୫/୦୬: ଭାରତୀୟ ଓ୍ୱିକେଟ୍ କିପର ଋଷଭ ପନ୍ତ ନିକଟରେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଖରାପ ପ୍ରଦର୍ଶନ କରିଥିଲେ । ସେ ଟି୨୦ ସିରିଜରେ ମାତ୍ର ୫୮ ରନ୍ କରିଥିଲେ । ଏହାପରେ ତାଙ୍କୁ ଖୁବ୍ ସମାଲୋଚନା କରାଯାଉଥିଲା । କିନ୍ତୁ ଏବେ ଓ୍ନାର୍ମଅଫ୍ ମୁକାବିଲାରେ ସେ ଅର୍ଦ୍ଧଶତକ ଲଗାଇ ସମାଲୋଚକଙ୍କୁ ମୁହାଁତୋଡ ଜବାବ ଦେଇଛନ୍ତି । ରିପୋର୍ଟ ଅନୁସାରେ, ଇଂଲଣ୍ଡ ଗସ୍ତରେ ଭାରତୀୟ ଟିମ୍ ଏବେ ଓ୍ୱାର୍ମଅଫ୍ ମ୍ୟାଚ୍ ଖେଳୁଛି । ଏହି ମୁକାବିଲା […]