ରାଜ୍ୟ ରାଶିଫଳ

ଜୁଲାଇ ୦୧ ତାରିଖ, ଶୁକ୍ରବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ– ଖର୍ଚ୍ଚ କମାଇବା ପାଇଁ ଚେଷ୍ଟା କଲେ ଉପକୃତ ହେବେ । ଘାତଚନ୍ଦ୍ର ଭୋଗ ହେତୁ ଦିନଟି ନ୍ୟୁନ ଫଳଦାୟକ ହେବ । ଦୂର ଯାତ୍ରାରେ ଅସଫଳ, କର୍ମ ବିଶୃଙ୍ଖଳା, ବିବାଦରେ ପରାଜିତ ହେବେ । ପୁରାତନ ରୋଗ ପୁନଃ ଭୋଗ ହୋଇପାରେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୮ । ଚାଷୀ-ଆଧୁନିକ ପଦ୍ଧିର ଯନ୍ତ୍ରପାତି ବିଷୟରେ ଜ୍ଞାନ ନିଅନ୍ତୁ । ରୋଗୀ-ଅସାଧ୍ୟ ରୋଗ ରୁ ମୁକ୍ତ ହେବେ । ଛାତ୍ରଛାତ୍ରୀ-ବିଦ୍ୱାନ୍ ହେବେ […]

ଅପରାଧ ରାଜ୍ୟ

ନାବାଳିକା ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ; କାର୍ଯ୍ୟାନୁଷ୍ଠାନ ଦାବୀରେ ଏସପିଙ୍କୁ ଭେଟିଲେ କୁଇ ସମାଜ ମହିଳା ସଙ୍ଗଠନ

ଫୁଲବାଣୀ ୩୦/୬: ଫୁଲବାଣୀ ସଦର ଥାନା ଅନ୍ତର୍ଗତ ଗଉଡ଼ପଡ଼ା ଅଞ୍ଚଳରେ ଜଣେ ନବମ ଶ୍ରେଣୀ ନାବାଳିକା ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା । ଏହି ଅଭିଯୋଗରେ କୁଇ ସମାଜ ମହିଳା ସଙ୍ଗଠନ ସମ୍ପାଦିକା ଗୀତାଞ୍ଜଳୀ କହଁର ଓ ଉପସଭାନେତ୍ରୀ ସାଇବାଣୀ କହଁରଙ୍କ ନେତୃତ୍ଵରେ ପୀଡ଼ିତା ଛାତ୍ରୀର ମା’ ଓ ଅନ୍ୟ ମହିଳାମାନେ ଗୁରୁବାର କନ୍ଧମାଳ ଏସପି ବିନିତ ଅଗ୍ରୱାଲଙ୍କୁ ଭେଟି ଆଲୋଚନା କରିଛନ୍ତି। ଏହାସହିତ ଘଟଣାର ନିରପେକ୍ଷ ତଦନ୍ତ କରି ମହିଳାମାନେ ଅଭିଯୁକ୍ତକୁ ତୁରନ୍ତ ଗିରଫ ଦାବୀ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୪ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର ୦୧।୭ : ରାଜ୍ୟରେ ଉପର ମୁହାଁ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୦୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୧୯ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୮୫ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୮ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୯୯୬୧କୁ ବୃଦ୍ଧି ପାଇଛି […]

ଅପରାଧ ରାଜ୍ୟ

ଘରୋଇ କଳିରୁ ସର୍ବନାଶ ! ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ୱାମୀ

ସମ୍ବଲପୁର ୦୧।୦୭: ସମ୍ବଲପୁର ଚିପିଲିମା ଫୁଟବଲ ଫିଲ୍ଡ ହରିଜନ ପଡାରେ ବିଭତ୍ସ ହତ୍ୟାକାଣ୍ଡ । ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ବାମୀ । ମୃତକ ଜଣକ ହେଲେ ମୀନତି ବନଛୋର । ଖବର ଅନୁଯାୟୀ, କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ସ୍ବାମୀ ଧିରେନ ଉତ୍ୟକ୍ତ ହୋଇ ଏକ ବଡ ବାଡିରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ମିନତୀ ଅଭିଯୁକ୍ତ ଧିରେନ ବନଛୋରର ତୃତୀୟ ସ୍ତ୍ରୀ ବୋଲି ଜଣା […]

ଅପରାଧ ରାଜ୍ୟ

ବାପା-ପୁଅଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ବାଂଶପାଳ ୧।୭: ବାପା-ପୁଅଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପୋଲିସର ତଦନ୍ତ ଜାରି ରହିଛି । ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଥାନା ବାଂଶପାଳ ଗାଁରେ ବାପା-ପୁଅଙ୍କ ମୃତଦେହ ଉଦ୍ଧାର ହୋଇଛି । ଘର ନିକଟ ଜଙ୍ଗଲରୁ ଉଭୟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ବାଂଶପାଳ ରଜାବନ୍ଧ ମୁଣ୍ଡା ସାହିର ଶୁକ୍ରା ମୁଣ୍ଡା ଓ […]

ଅପରାଧ ରାଜ୍ୟ

ବାଇକ୍‌ ଲୁଟେରା ଗ୍ୟାଙ୍ଗ୍‌ର ଜଣେ ସଦସ୍ୟ ଗିରଫ, ଚୋରି ବାଇକ୍ ଜବତ

ଚାନ୍ଦବାଲି ୩୦।୬: ମୋଟର ସାଇକେଲ ଚୋରି କରୁଥିବା ଗ୍ୟାଙ୍ଗରୁ ଜଣକୁ ଗିରଫ କରିଛି ଚାନ୍ଦବାଲି ପୋଳିସ । ଚାନ୍ଦବାଲି ବସଷ୍ଟାଣ୍ଡରେ ଅବସ୍ଥାପିତ ଏକ ବାର୍ ନିକଟରୁ ମୋଟର ସାଇକେଲ ଚୋରି ହୋଇଥିଲା । ଚାନ୍ଦବାଲି ଥାନା ଅଧିକାରୀ କରୁଣାକର ରାଉତଙ୍କ ନିର୍ଦ୍ଦେଶରେ ଚାନ୍ଦବାଲି ପୋଲିସ ଟିମ୍ ସିସିଟିଭି ଫୁଟେଜ ଆଧାରରେ ଦିଗଛିଆରେ ଲୁଟେରାଙ୍କୁ ଠାବ କରିବା ସହ ଚୋରି ହୋଇଥିବା ମୋଟର ସାଇକେଲକୁ ଜବତ କରିଛି । ଏନେଇ ଚାନ୍ଦବାଲି ଥାନାରେ କେସ ନମ୍ବର ୧୯୫/୨୦୨୨ ମୂଳେ […]

ଦେଶ ବିଦେଶ ମନୋରଞ୍ଜନ

ଦୁଇ ଥର ବିବାହ ଭାଙ୍ଗିବା ପରେ ମନେ ପଡିଲା ପୁରୁଣା ପ୍ରେମ, ସମସ୍ତଙ୍କ ସାମ୍ନାରେ କହିଲେ ଏମିତି

ମୁମ୍ବାଇ ୩୦।୯: ବଲିଉଡରେ ଅମୀର ଖାନଙ୍କୁ ମିଷ୍ଟର ପରଫେକ୍ସନିଷ୍ଟ କୁହାଯାଏ । ଲୋକମାନେ ଅଭିନେତାଙ୍କର ପ୍ରତ୍ୟେକ ଫିଲ୍ମ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଥାନ୍ତି। କିନ୍ତୁ ଅମୀର ତାଙ୍କ ବୃତ୍ତିଗତ ଜୀବନରେ ଯେତିକି ସଫଳ ସେତିକି ବ୍ୟକ୍ତିଗତ ଜୀବନରେ ସେତିକି ଅସଫଳ । ସେଥିପାଇଁ ଅଭିନେତା ଦୁଇଥର ଛାଡପତ୍ର ହୋଇସାରିଛି। ଏହି ସମୟରେ, ଅମୀର ତାଙ୍କର ପୁରୁଣା ପ୍ରେମକୁ ମନେ ପକାଇଛନ୍ତି। ନିକଟରେ, ‘ଫିର ନା ଏସି ରାତ ଆଏଗି’ର ଗୀତ ଲଞ୍ଚ ସମୟରେ ଅମୀର ଖାନ […]

ଦେଶ ବିଦେଶ ମନୋରଞ୍ଜନ

ଇନଷ୍ଟାରେ ରହିଛି ରଣବୀରଙ୍କ ସିକ୍ରେଟ୍‌ ଆକାଉଣ୍ଟ, ଖୁଲାସା କଲେ ଅଭିନେତା

ମୁମ୍ବାଇ ୩୦।୯: ରଣବୀର କପୁରଙ୍କ ପ୍ରଶଂସକମାନେ ଦୀର୍ଘ ଦିନ ଧରି ରଣବୀର କପୁରଙ୍କ ଇନଷ୍ଟାଗ୍ରାମ ଡେବ୍ୟୁକୁ ଅପେକ୍ଷା କରି ରହିଛନ୍ତି। ପୂର୍ବରୁ ଶୁଣିବାକୁ ମିଳିଥିଲା କି ବିବାହ ପରେ କୁଆଡେ ରଣବୀର ଇନଷ୍ଟାଗ୍ରାମ୍‌ରେ ଆକାଉଣ୍ଟ ଖୋଲିବେ। ହେଲେ ଏବେ କରଣ ଜୋହର ଖୁଲାସା କରି କହିଛନ୍ତି କି ରଣବୀର ସୋସିଆଲ ମିଡିଆରେ ଅଛନ୍ତି କିନ୍ତୁ ନିଜର ପରିଚୟ ଲୁଚାଇ ରଖିଛନ୍ତି। ସେ ଅନ୍ୟମାନଙ୍କ ଆକାଉଣ୍ଟ ଦେଖନ୍ତି। କିନ୍ତୁ ନିଜର କିଛି ପୋଷ୍ଟ କରନ୍ତି ନାହିଁ । ଏବେ […]

ଦେଶ ବିଦେଶ ମନୋରଞ୍ଜନ

ଅଭିନେତ୍ରୀ ଲୁଚାଇଥିଲେ ନିଜର ପ୍ରଥମ ବିବାହ ! ଜାଣିବା ପରେ ରାଜୀବ୍‌ଙ୍କୁ ଝଟକା, ଏବେ ଛାଡପତ୍ର ଚାହୁଁଛନ୍ତି ଚାରୁ

ମୁମ୍ବାଇ ୩୦।୯: ସୁସ୍ମିତା ସେନଙ୍କ ଭାଇ ରାଜୀବ ସେନ ଏବଂ ଭାଉଜ ଚାରୁ ଅସୋପାଙ୍କ ସମ୍ପର୍କକୁ ନେଇ ଖୁବ୍‌ ଚର୍ଚ୍ଚା । ଦୁହିଁଙ୍କ ମତଭେଦର ଖବର ଦୀର୍ଘ ଦିନ ଧରି ଆଲୋଚନା ହେଉଛି। ନିକଟରେ ଛାଡପତ୍ର ହେବାର ଖବର ମଧ୍ୟ ଶୁଣିବାକୁ ମିଳିଥିଲା। ହେଲେ ଏନେଇ ଚାରୁ ଅସୋପା ଏକ ସାକ୍ଷାତକାରରେ କହିଛନ୍ତି ଯେ ସେ ରାଜୀବଙ୍କୁ ଅନେକ ସୁଯୋଗ ଦେଇଛନ୍ତି, ଏବେ ସେ ଛାଡପତ୍ର ଚାହୁଁଛନ୍ତି। ପାରସ୍ପରିକ ସହମତି ଅନୁଯାୟୀ ଚାହୁଁଥିବାବେଳେ ରାଜୀବ ସେନ୍ କହିଛନ୍ତି […]

ଅପରାଧ ରାଜ୍ୟ

ମହଙ୍ଗା ପଡିଲା ବିବାହର ପ୍ରତିଶୃତି ଦେଇ ସମ୍ପର୍କ ରଖିବା, ବନ୍ଧାହେଲେ ତପନ

ଭୁବନେଶ୍ୱର ୩୦।୦୬ : ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିବା ଯୁବକଙ୍କ ପାଇଁ ପଡିଲା ମହଙ୍ଗା । ଗିରଫ ହେଲେ ପଣ୍ଡାକୁଦିଆ ବସ୍ତିର ଯୁବକ ତପନ କୁମାର ଦିଗଲ । ଘଟଣାରେ ଆହୁରି ତଦନ୍ତ କରୁଛି ପୋଲିସ । ଖବର ଅନୁଯାୟୀ, ଜଣେ ୧୭ ବର୍ଷୀୟ ନାବାଳିକା ସହ ତପନ ବିବାହ ପୂର୍ବରୁ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିବା ନେଇ ଭରତପୁର ଥାନାରେ ଅଭିଯୋଗ ହୋଇଥିଲା। ଏପିରିକି ତପନ ଶାରୀରିକ ସମ୍ପର୍କ ରଖି ନାବାଳିକାକୁ ତିନି […]