ଦେଶ ବିଦେଶ

ନବାବ ଯାଦବ ଦୁଷ୍କର୍ମ କରିଥିବା ପ୍ରମାଣିତ!: ଡିଏନ୍ଏ ନମୁନା ମେଳ ଖାଇଲା

କନ୍ନୌଜରେ ସମାଜବାଦୀ ପାର୍ଟି (ଏସପି) ନେତା ତଥା ପୂର୍ବତନ ବ୍ଲକ ମୁଖ୍ୟ ନବାବ ସିଂ ଯାଦବଙ୍କ ଡିଏନଏ ନମୁନା ନାବାଳିକା ଦୁଷ୍କର୍ମ ପୀଡିତାଙ୍କ ସହ ମେଳ ଖାଇଛି ଏବଂ ଏହାଦ୍ୱାରା ଦୁଷ୍କର୍ମ ପ୍ରମାଣିତ ହୋଇଛି। ଫୋରେନସିକ୍ ପରୀକ୍ଷା ରିପୋର୍ଟରେ ଏହା ପ୍ରକାଶ ପାଇଛି, ଯେଉଁଥିପାଇଁ ନବାବ ସିଂଙ୍କ ସମସ୍ୟା ବଢ଼ିଛି। ଲ‌କ୍ଷ୍ନୌ: କନ୍ନୌଜରେ ସମାଜବାଦୀ ପାର୍ଟି (ଏସପି) ନେତା ତଥା ପୂର୍ବତନ ବ୍ଲକ ମୁଖ୍ୟ ନବାବ ସିଂ ଯାଦବଙ୍କ ଡିଏନଏ ନମୁନା ନାବାଳିକା ଦୁଷ୍କର୍ମ ପୀଡିତାଙ୍କ ସହ […]

ଦେଶ ବିଦେଶ

ବୈଷ୍ଣୋଦେବୀ ରାସ୍ତାରେ ଭୂସ୍ଖଳନ, ୩ ମୃତ

ଦେଶ- ବିଦେଶ : ଜମ୍ମୁର ମାତା ବୈଷ୍ଣୋ ଦେବୀ ଭବନ ରାସ୍ତାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ପଞ୍ଚି ହେଲିପ୍ୟାଡ ନିକଟରେ ଭୂସ୍ଖଳନ ଯୋଗୁଁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଶ୍ରୀନଗର:  ଜମ୍ମୁର ମାତା ବୈଷ୍ଣୋ ଦେବୀ ଭବନ ରାସ୍ତାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ପଞ୍ଚି ହେଲିପ୍ୟାଡ ନିକଟରେ ଭୂସ୍ଖଳନ ଯୋଗୁଁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣା ପରେ ବହୁସଂଖ୍ୟକ ଶ୍ରଦ୍ଧାଳୁ ଫସି ରହିଥିବା ଆଶଙ୍କା କରାଯାଉଛି। ମାତା […]

ରାଜ୍ୟ

ତାଳଚେର ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ବିପୁଳ ସଂପତ୍ତି ଠାବ

ତାଳଚେର ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି ଭିଜିଲାନ୍ସ ବିଭାଗ। ଚଢାଉ ବେଳେ ଖଣି ଅଫିସରଙ୍କ ଘରୁ ଟଙ୍କା ଖଣି ଖୋଜି ପାଇଛି ଭିଜିଲାନ୍ସ ଟିମ୍। ଏବେ ସୁଦ୍ଧା ଭୁବନେଶ୍ବର ସୁରେଖା ଅର୍ଚିଡ ଆପାର୍ଟମେଣ୍ଟ ଘରୁ  ପୁଳା ପୁଳା ଟଙ୍କା ଦାମୀ ଘଣ୍ଟା, ସୁନା ଅଳଙ୍କାର ରୁପା ସାମଗ୍ରୀ ଜବତ ହୋଇଛି। ଭୁବନେଶ୍ବର: ତାଳଚେର ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି ଭିଜିଲାନ୍ସ ବିଭାଗ। ଚଢାଉ ବେଳେ ଖଣି […]

ରାଜ୍ୟ

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀରେ ୨୪ ବର୍ଷ ମଧ୍ୟରେ ଘଟିଛି ଶହେଟି ହତ୍ୟା

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀରେ ୨୪ ବର୍ଷ ମଧ୍ୟରେ ଶହେଟି ହତ୍ୟା ଘଟଣା ଘଟିଛି। ସେହି ହତ୍ୟା ଘଟଣାରେ ମୋଟ୍ ୩୨୮ ଜଣ ହତ୍ୟାକାରୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଧରାଯାଇଛି ଏବଂ କୋର୍ଟ ହାଜତକୁ ପଠାଯାଇଛି। ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଭୁବନେଶ୍ବର: ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀରେ ୨୪ ବର୍ଷ ମଧ୍ୟରେ ଶହେଟି ହତ୍ୟା ଘଟଣା ଘଟିଛି। ସେହି ହତ୍ୟା ଘଟଣାରେ ମୋଟ୍ ୩୨୮ […]

ରାଜ୍ୟ

ମହାପ୍ରଭୁଙ୍କ ଦର୍ଶନ କଲେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ

ମହାପ୍ରଭୁଙ୍କ ଦର୍ଶନ କଲେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ( ଆର୍ ବି ଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ଚାରିଦିନିଆ ଓଡ଼ିଶା ଗସ୍ତ ଅବସରରେ ଆଜି ସେ ମହାପ୍ରଭୁଙ୍କ ଦର୍ଶନ ସାନିଧ୍ୟ ନେଇ ଖୁବ୍ ଭାବିବିହ୍ଵଳ ହୋଇଛନ୍ତି । ପୁରୀ: ମହାପ୍ରଭୁଙ୍କ ଦର୍ଶନ କଲେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ( ଆର୍ ବି ଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ଚାରିଦିନିଆ ଓଡ଼ିଶା ଗସ୍ତ ଅବସରରେ ଆଜି ସେ ସପତ୍ନୀକ ମହାପ୍ରଭୁଙ୍କ ଦର୍ଶନ ସାନିଧ୍ୟ ନେଇ ଖୁବ୍ ଭାବିବିହ୍ଵଳ ହୋଇଛନ୍ତି […]

ରାଜ୍ୟ

ବିଜେଡି ଉପରେ ବର୍ଷିଲେ ବିଜେପି ବିଧାୟିକା ଉପାସନା ମହାପାତ୍ର ଓ ସଂଜଳି ମୁର୍ମୁ

ବିଜେଡି ଉପରେ ବର୍ଷିଲେ ବିଜେପି ବିଧାୟିକା ଉପାସନା ମହାପାତ୍ର ଓ ସଂଜଳି ମୁର୍ମୁ। ବିଜେଡି ମହିଳାମାନଙ୍କୁ ଭୋଟ ବ୍ୟାଙ୍କ ପାଇଁ ବ୍ୟବହାର କରୁଥିଲା। ମହିଳାଙ୍କୁ ସଶକ୍ତିକରଣ କରିବା ପାଇଁ ସୁଭଦ୍ରା ଯୋଜନା ଲାଗୁ କରିଛନ୍ତି ମୋହନ ସରକାର। ସେଥିପାଇଁ ସହି ପାରୁନି ବିଜେଡି। ଭୁବନେଶ୍ବର: ସୁଭଦ୍ରା ଯୋଜନାକୁ ନେଇ ସମାଲୋଚନା କରିବାକୁ ନେଇ ବିଜେଡି ଉପରେ ବର୍ଷିଛନ୍ତି ବିଜେପି ବିଧାୟିକା ଉପାସନା ମହାପାତ୍ର। ସେ କହିଛନ୍ତି, ବିଜେଡ଼ି ମହିଳାମାନଙ୍କୁ ଭୋଟ ବ୍ୟାଙ୍କ ପାଇଁ ବ୍ୟବହାର କରୁଥିଲା। ମହିଳାଙ୍କୁ […]

ଦେଶ ବିଦେଶ

ସ୍ତ୍ରୀକୁ ହତ୍ୟା କରି ଚାଲିଗଲା ସ୍ବାମୀ, ଜାଣିପାରିଲାନି ପାଖରେ ଶୋଇଥିବା ସାଙ୍ଗ

ସ୍ତ୍ରୀକୁ ହତ୍ୟା କରି ଚାଲିଗଲା ସ୍ବାମୀ । ଜାଣିପାରିଲାନି ପାଖରେ ଶୋଇଥିବା ସାଙ୍ଗ। ବେଙ୍ଗାଲୁରୁ‌ରେ ଘଟିଛି ଏଭଳି ଘଟଣା। ହତ୍ୟା ପଛର କାରଣ ସାମ୍ନାକୁ ଆସିନଥିବା ବେଳେ ସ୍ବାମୀକୁ ଅଟକ ରଖିଛି ପୁଲିସ। ବେଙ୍ଗାଲୁରୁ: ସ୍ତ୍ରୀକୁ ହତ୍ୟା କରି ଚାଲିଗଲା ସ୍ବାମୀ । ଜାଣିପାରିଲାନି ପାଖରେ ଶୋଇଥିବା ସାଙ୍ଗ। ବେଙ୍ଗାଲୁରୁ‌ରେ ଘଟିଛି ଏଭଳି ହୃଦୟଥରା ଘଟଣା। ହତ୍ୟା ପଛର କାରଣ ସାମ୍ନାକୁ ଆସିନଥିବା ବେଳେ ସ୍ବାମୀକୁ ଅଟକ ରଖିଛି ପୁଲିସ। କୁହାଯାଉଛି ଯେ, ସ୍ବାମୀ ଉପରେ ରାଗି […]

ରାଜ୍ୟ

ମୁଁ କୌଣସି ଜୁନିୟର୍‌ ଡାକ୍ତରଙ୍କୁ ଧମକ ଦେଇନାହିଁ: ମମତା ବାନାର୍ଜୀ

କୋଲକାତା ଆରଜି କର ମେଡିକାଲ କଲେଜରେ ଟ୍ରେନି ଡାକ୍ତରଙ୍କ ବଳାତ୍କାର-ହତ୍ୟାକୁ ବିରୋଧ କରୁଥିବା ଡାକ୍ତରଙ୍କୁ କେବେ ବି ଧମକ ଦେଇନାହିଁ ବୋଲି କହିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର କହିଛନ୍ତି ଯେ କୋଲକାତା ଆରଜି କର ମେଡିକାଲ କଲେଜରେ ଟ୍ରେନି ଡାକ୍ତରଙ୍କ ବଳାତ୍କାର-ହତ୍ୟାକୁ ବିରୋଧ କରୁଥିବା ଡାକ୍ତରଙ୍କୁ ସେ କେବେ ବି ଧମକ ଦେଇନାହାଁନ୍ତି। ଆନ୍ଦୋଳନକାରୀ ଜୁନିଅର ଡାକ୍ତରମାନଙ୍କୁ ଧମକ ଦେବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ସେ […]

ରାଜ୍ୟ

ଆମ୍ବୁଲାନ୍ସ କର୍ମଚାରୀଙ୍କ ମାନବିକତା: ସ୍ଟ୍ରେଚରରେ ରୋଗୀଙ୍କୁ ବୋହି ନେଲେ

ରାମପୁର କିସାନପଡାର ରାସ୍ତା କାଦୁଅ ପଚପଚ ଥିବାରୁ ଆମ୍ବୁଲାସ ଆଗକୁ ଯାଇପାରିଲା ନାହିଁ । ଏକ କିଲୋମିଟର ସ୍ଟ୍ରେଚରରେ ରୋଗୀକୁ ଆମ୍ବୁଲାନ୍ସ ନିକଟକୁ ଆଣି ମାନବିକତା ଦେଖାଇଛନ୍ତି ଆମ୍ବୁଲାନ୍ସ କର୍ମଚାରୀ। ବାଲିଶଙ୍କରା: ବର୍ଷାଦିନେ କାଦୁଅ ପଚପଚ ରାସ୍ତା  ଯୋଗୁ ସୁନ୍ଦରଗଡ଼ ଜିଲ୍ଲା ରାମପୁର କିସାନପଡା ରାସ୍ତାର ସ୍ଥିତି ବେହାଲ ହୋଇପଡ଼ିଛି। ଫଳରେ ପଡାକୁ  ଆମ୍ବୁଲାନ୍ସ ଜଣେ ରୋଗୀଙ୍କୁ ଆଣିବାକୁ ଯାଇପାରିଲାଣି। ଏହି ସମୟରେ ଆମ୍ବୁଲାନ୍ସ କର୍ମଚାରୀ  ମାନବିକତା ଦେଖାଇଛ୍ତି।  ବାଲିଶଙ୍କରା ବ୍ଲକ ରାମପୁର ପଞ୍ଚାୟତ କିସାନପଡା ରାସ୍ତାରେ […]

ରାଜ୍ୟ

ମଣିଷଙ୍କୁ ବାର୍ଡ ଫ୍ଲୁ ସଂକ୍ରମଣ ହୋଇନି: ୩୦ ହଜାର କୁକୁଡ଼ା ମରାଯାଇଛି

ମଣିଷଙ୍କୁ ବାର୍ଡ ଫ୍ଲୁ ସଂକ୍ରମଣ ହୋଇନି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ତାଙ୍କ କହିବାନୁଯାୟୀ, ଯେଉଁ ନମୁନା ପରୀକ୍ଷା ପାଇଁ ଯାଇଥିଲା, ତାହା ନେଗେଟିଭ ଆସିଛି। ଭୁବନେଶ୍ୱର: ମଣିଷଙ୍କୁ  ବାର୍ଡ ଫ୍ଲୁ ସଂକ୍ରମଣ  ହୋଇନି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ତାଙ୍କ କହିବାନୁଯାୟୀ, ଯେଉଁ ନମୁନା ପରୀକ୍ଷା ପାଇଁ ଯାଇଥିଲା, ତାହା ନେଗେଟିଭ ଆସିଛି। ନିରାକରଣ ଦୃଷ୍ଟିରୁ ଜଣଙ୍କୁ ଆଇସୋସଲେସନରେ ରଖାଯାଇଛି। ବାର୍ଡ ଫ୍ଲୁ ନେଇ ସ୍ୱାସ୍ଥ୍ୟ ବିଭାଗ ସଂପୂର୍ଣ୍ଣ ସଜାଗ […]