ମହାନଦୀ ଗଣ୍ଡରେ ଚାରି ରାଜ୍ୟର ନୂଆ ବଂଶଜ: ଖେଳୁଛନ୍ତି ଜୟପୁର, ଲକ୍ଷ୍ନୌ, ଇନ୍ଦୋର ଘଡ଼ିଆଳ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଅନୁଗୁଳ : ସାତକୋଶିଆ ହେଉଛି ଜୈବ ବିବିଧତାର ଅନନ୍ୟ ଉଦାହରଣ। ମହାନଦୀର ବିରାଟ ଗଣ୍ଡ ଦୁଇ ପାର୍ଶ୍ବରେ ଏଠି ପ୍ରକୃତି ନିଜର ବିବିଧତାକୁ ପରିପୁଷ୍ଟ କରିଛି। ସାତକୋଶିଆର ମହାନଦୀ ଗଣ୍ଡରେ ଗଲା ଚାରିବର୍ଷ ତଳୁ ଆରମ୍ଭ ହୋଇଥିବା ଘଡ଼ିଆଳ ପ୍ରକଳ୍ପ ଜରିଆରେ […]









